Only for Entertainment

ହିନ୍ଦୀ ମେଗା ଧାରାବାହିକରେ ଲିଡରେ ନଜର ଆସିବେ ଏହି ବିଗବସ ପ୍ରତିଯୋଗୀ ।

Zee News - India.com
0 43

ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଭାଗ୍ୟ ଏବେ ଖୁବ ଚମକୁଛି କହିଲେ ଭୁଲ ହେବ ନାହିଁ । ସେ ଲଗାତାର ବଡ଼ ପ୍ରୋଜେକ୍ଟରେ କାମ କରୁଥିବା ନଜର ଆସୁଛନ୍ତି । ମୋନାଲିସା ଏବେ ଷ୍ଟାର ପ୍ଲସର ନୂଆ ଶୋ ‘ନଜର’ରେ ନଜର ଆସିବେ ।

ଏହା ଏକ ହରର ଶୋ । ଏଥିରେ ମୋନା ଏକ ଡାହାଣୀ ଚରିତ୍ରରେ ଅଭିନୟ କରୁଛନ୍ତି । ନିକଟରେ ଏହି ଶୋ’ର ପ୍ରମୋ ରିଲିଜ ହୋଇଛି । ପ୍ରମୋ’ରେ ମୋନାଙ୍କୁ ଏଭଳି ଦେଖି ଫ୍ୟାନ୍ସଙ୍କ ହୋଶ ଉଡ଼ିଯାଇଛି । ପମୋରେ ସେ ଓଲଟା ପାଦରେ ଚାଲୁଥିବା ଦେଖିବାକୁ ମିଳିଛି । ଏହି ଶୋ ୩୦ ଜୁଲାଇରୁ ରାତି ୧୧ଟାରେ ଅନ ଏୟାର କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More