Only for Entertainment

ସଂଜୁ ଗୀତରେ କୁନି ଝିଅ କଲା ଏଭଳି ଡ୍ୟାନ୍ସ , ଭିଡିଓ ଭାଇରାଲ !

khabarNDTV
0 65

ସଂଜୁ ବଲିଉଡ ବ୍ଲକବାଷ୍ଟର ହୋଇଥିବା ପ୍ରମାଣ ମିଳିସାରିଲାଣି । ଫିଲ୍ମର ଡାଏଲଗରୁ ନେଇ ଗୀତ ପର୍ଯ୍ୟନ୍ତ ସବୁ ହିଟ ହୋଇଛି । ଏହାଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଖୁବ ଶେୟାର ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କୁନି ଝିଅ ସଂଜୁ ଫିଲ୍ମର ‘ମେଁ ବଢିଆ ତୁ ଭି ବଢିଆ’ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ, ରଣବୀର କପୁର ଷ୍ଟାରର ଫିଲ୍ମ ସଂଜୁ ୩୦୦କୋଟି କ୍ଲବରେ ସାମିଲ ହୋଇପାରିଛି । ଏହାସହ ଏହି ଫିଲ୍ମ ବଲିଉଡରେ ଏହି ବର୍ଷର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ହୋଇ ସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More