Only for Entertainment

ଝିଅଟି ହାତରେ କିଛି କଲା ଏଭଳି କମାଲ, ଦେଖି ରହିଗଲେ ଲୋକ !

khabar ndtv
0 31

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସମସ୍ତେ ଅସ୍ପଷ୍ଟ ହୋଇଯାଇଥିଲେ । ଝିଅଟି ହାତରେ କିଛି ଏଭଳି କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ୨୨ଅଗଷ୍ଟରେ ଏକ ଭିଡିଓ ଶେୟାର କରାଯାଇଥିଲା । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୪୦ଲକ୍ଷରୁ ଉଦ୍ଧ୍ୱର୍ ଭ୍ୟୁ ମିଳି ସାରିଲାଣି । ଝିଅଟି ଏଭଳି ଟ୍ରିିକରେ ହାତର ପଂଝାକୁ ପଂଝାରୁ କାଢିଲା ଯାହାର ଟ୍ରିକ କେହି ବୁଝିବା ଅସମ୍ଭବ ହୋଇ ପଡିିଥିଲା ।

ଟ୍ୱିଟରରେ ଚିଦେରା କେମୋକୋଲମ ନାମକ ଜଣେ ୟୁଜର ଏହାର ଭିଡିଓକୁ ଶେୟାର କରିଛନ୍ତି । ହଜାର ହଜାର ଲୋକ ଏହି ପୋଷ୍ଟରେ କମେଂଟ କରିଛନ୍ତି । କେହି ବୁଝି ପାରିନଥିଲେ ଝିଅଟି କିଭଳି ଏହି ଟ୍ରିକ କରିଥିଲା ।

ଚିଡେରାଙ୍କୁ ଜଣା ନଥିଲା ଯେ ଏହି ଭିଡିଓକୁ ଶେୟାର କଲା ପରେ ଏହା ଏଭଳି ଭାଇରାଲ ହୋଇଯିବ ବୋଲି । ଇନଷ୍ଟାଗ୍ରାମରେ ସେ ଏହି ଟ୍ରିକ ଦେଖିଥିଲେ ଯାହାକୁ ସେ ଟ୍ୱିଟରରେ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More