Only for Entertainment

ଏହି ୬ଟି ରାଶିର ପତ୍ନୀ ହୋଇଥାନ୍ତି ଜାସୁସ ସ୍ୱଭାବର, ସମ୍ଭାଳିକି ରହନ୍ତୁ ପତି

CNN
76

କିଛି ମହିଳା ଜାସୁସ ସ୍ୱଭାବର ହୋଇଥାନ୍ତି । ସେ ମା, ପତ୍ନୀ କିମ୍ବା ଗର୍ଲଫ୍ରେଣ୍ଡ ହୁଅନ୍ତୁ ନା କାହିଁକି । ତେବେ ଆଜି ଆମେ କିଛି ଏପରି ରାଶିର ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଛୋଟ ଛୋଟ କଥା ଉପରେ ନଜର ରଖିଥାନ୍ତି । ଏହି ରାଶିର ପତ୍ନୀ ନିଜ ପାର୍ଟନରଙ୍କୁ ନେଇ ଖୁବ ପଜେସିଭ ହେଇଥାନ୍ତି ଏବଂ ତାଙ୍କର ପ୍ରତ୍ୟେକ କଥା ଉପରେ ନଜର ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ପତ୍ନୀ ହୋଇଥାନ୍ତୁ ପଜେସିଭ

ମେଷ ରାଶି-
ମେଷ ରାଶିର ମହିଳା ଖୁବ ସମ୍ବେଦନଶୀଳ ସ୍ୱଭାବର ହୋଇଥାନ୍ତି । ଏହି ରାଲଶିର ମହିଳାମାନେ ନିଜ ପାର୍ଟନରଙ୍କୁ ଖୁବ ଭଲୁପାଇଥାନ୍ତି । ଏବଂ ଏହି ଭଲପାଇବା ସେମାନଙ୍କୁ ସନ୍ଦେହୀ କରିଦିଏ । ପାର୍ଟନରଙ୍କୁ ନହରାଇବା ପାଇଁ ସେମାନେ ତାଙ୍କ ଉପରେ ନଜର ରଖିଥାନ୍ତି । ଏହା ପଛରେ ସେମାନଙ୍କର କିଛି ଖରାପ ଉଦ୍ଦେଶ୍ୟ ନଥାଏ ।

ମକର ରାଶି-
ମକର ରାଶିର ମହିଳା ନିଜ ପାର୍ଟ ନରଙ୍କୁ ନେଇ ଖୁବ ପଜେସିଭ ରହିଥାନ୍ତି । ସେଥିପାଇଁ ସେମାନେ ନିଜ ପତିଙ୍କ ଉପରେ କଡା ବ ନଜର ରଖିଥାନ୍ତି । ଏପରି କି ପାର୍ଟନରଙ୍କ ବନ୍ଧୁ ବେଂ ଅଫିସ ବନ୍ଧୁ ମାନଙ୍କ ସହିତ ମଧ୍ୟ କଥା ହୋଇଥାନ୍ତି ।

ବୃଷ ରାଶି-
ବୃଷ ରାଶିର ମହିଳାମାନେ ଜାଣିବା ପାଇଁ ଖୁବ ଉତ୍ସାହୀ ଥାନ୍ତି । ସେଥିପାଇଁ ସେ ପାର୍ଟନରଙ୍କ ମେଲ, ଫୋନ, ମେସେଜ ଚେକ କରିଥାନ୍ତି । କେବେ କେବେ ଏହି ସ୍ୱଭାବ ବୃଷ ରାସିର ମହିଳାମାନଙ୍କ ସମ୍ପର୍କ ଖରାପ କରିଦେଇଥାଏ ।

କର୍କଟ ରାଶି-
କର୍କଟ ରାଶିର ମହିଳା ସ୍ୱଭାବରେ ସନ୍ଦେହୀ ହୋଇଥାନ୍ତି । ସେଥିପାଇଁ କୁହାଯାଏ ପୁରୁଷମାନେ ଏମାନଙ୍କ ଠାରୁ ଦୂରରେ ରୁହନ୍ତୁ । ଏମାନେ ନିଜ ପାର୍ଟନରଙ୍କ ଉପରେ ସର୍ବଦା ନଜର ରଖିଥାନ୍ତି ।

ଧନୁ ରାଶି-
ଏହି ରାଶିର ମହିଳାମାନେ ଖୁବ ସନ୍ଦେହୀ । ଏମାନେ ନିଜର ସନ୍ଦେହ ଦୂର କରିବା ପାଇଁ ପାର୍ଟନରଙ୍କ ଜାସୁସୀ କରିବା ପାଇଁ କିଛି ବି କରି ପାରନ୍ତି । ପୋନ ଚେକିଂ, ପିଛା କରିବା ଏପରି କି ବନ୍ଧୁମାନଙ୍କ ଠାରୁ ପାର୍ଟନରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି ।

ମୀନ ରାଶି-
ମୀନ ରାଶିର ମହିଳା ଖୁବ ନେଗେଟିଭ ସ୍ୱଭାବର ହୋଇଥାନ୍ତି । ପାର୍ଟନର ଯଦି ତାଙ୍କ ଠାରୁ ଦୂରେଇ ଯିବ କିମ୍ବା ଧୋକା ଦେବ ଏହାକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । ଏହି କାରଣ ରୁ ସେ ପାର୍ଟନରଙ୍କ ଜାସୁସୀ କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More