Only for Entertainment

ଟିଭି ଅଭିିନେତ୍ରୀ ମୌନି ଡେବ୍ୟୁ ପରେ କରାଇଲେ ବୋଲ୍ଡ ଫଟୋସୁଟ !

boldsky
0 29

ଟିଭିର ଫେମସ ନାଗୀନ ମୌନୀ ରୟ ବଲିଉଡ ଫିଲ୍ମ ‘ଗୋଲ୍ଡ’ରେ ଶାନଦାର ଡେବ୍ୟୁ କରିଚନ୍ତି । ଫିଲ୍ମରେ ତାଙ୍କର ଲୁକ ଏବଂ ଅଭିନୟ ଚାରିଆଡେ ଚର୍ଚ୍ଚାରେ ରହି ଆସିଥିବା ବେଳେ ହିଟ ମଧ୍ୟ ହୋଇଛି ।

ବଲିଉଡରେ ଡେବ୍ୟୁ ପୂର୍ବରୁ ମୌନି ଟିଭି ଜଗତର ଚର୍ଚ୍ଚିତ କଳାକାର ମଧ୍ୟରୁ ଜଣେ ଥିଲେ, ଯିଏ କି ନିଜ ଷ୍ଟାଇଲ ସେନ୍ସ ପାଇଁ ଚାରିଆଡେ ସୁପରିଚିତ । ଏବେ ସେ ଫିଲ୍ମ ଡେବ୍ୟୁ ପରେ ଫଟୋସୁଟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

poetry drawn to a mysterious …

A post shared by mon (@imouniroy) on

କିଛି ଦିନ ତଳେ ମୌନି ବ୍ଲାକ ଅଫ ଶୋଲ୍ଡର ଡ୍ରେସରେ ଫଟୋ ସୁଟ କରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ପସନ୍ଦ ହେବାରେ ଲାଗିଛି । ଏହି ଫଟୋସୁଟରେ ସେ ଖୁବ ହଟ ଏବଂ ହଟ ଅନ୍ଦାଜରେ ନଜର ଆସିଛନ୍ତି । ମୌନି ନିଜେ ଏହି ଫଟୋ ତାଙ୍କର ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛନ୍ତି ଏବଂ ଫଟୋ କ୍ୟାପଶନରେ ସେ ବିକ୍କି ଅଦାନୀଙ୍କୁ ଫଟୋ କ୍ଲିକ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More