Only for Entertainment

Gold Awards 2019 Winners List : ବାଜି ମାରିଲେ ହିନା ଖାନ, ପଢନ୍ତୁ ପୂରା ୱିନର ଲିଷ୍ଟ

FilmiBeat
12

ଶୁକ୍ରବାର ସଂନ୍ଧ୍ୟା ମୁମ୍ବାଇରେ ଗୋଲ୍ଡ ଆୱାର୍ଡ ୨୦୧୯ର ଆୟୋଜନ କରାଯାଇଥିଲା । ଏହି ଆୱାର୍ଡ ଶୋ’ରେ ଅନେକ ଟିଭି ସେଲିବ୍ରିଟି ସାମିଲ ହୋଇଥିଲେ । ଅନେକ ଟିଭି ସେଲିବ୍ରିଟିଙ୍କ କାମକୁ ଆଧାର କରି ତାଙ୍କୁ ଆୱାର୍ଡ ଦିଆଯାଇଥିଲା । ଗୋଲ୍ଡ ଆୱାର୍ଡସ ୨୦୧୯ ଫଙ୍କସନରେ ‘ୟେ ରିସ୍ତା କ୍ୟା କହଲାତା ହେ’ ଏବଂ ‘କସୌଟି ଜିନ୍ଦଗୀ କି ୨’ ସବୁୂଠାରୁ ଅଧିକ ଆୱାର୍ଡ ନିଜ ନାମରେ କରିଥିଲା । ଏହି ଆୱାର୍ଡ ଶୋ’ର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Mela Cuteyyy payaaa…💋💋💋 . .. . #surbhichandna #goldawards2019 @officialsurbhic

A post shared by ABHI~NOX~CREZYNESS (@abhilasha__ncn) on

 

View this post on Instagram

 

Congratulatons HINA DE….. @realhinakhan #goldawards2019 #loveu

A post shared by mohsin nd zain my life (@zara193khan) on

ବେଷ୍ଟ କପଲ- ରିୟା ଶର୍ମା ଏବଂ ଶହିର ଶେଖ
ବେଷ୍ଟ ଆକ୍ଟର ନେଗେଟିଭ ରୋଲ କ୍ରିଟିକ୍ସ (ମେଲ)- ସଂଜୟ ଗଗନାନୀ
ବେଷ୍ଟ ଆକ୍ଟ୍ରେସ ନେଗେଟିଭ ରୋଲ କ୍ରିଟିକ୍ସ (ଫିମେଲ)-ହେଲୀ ଶାହ
ବେଷ୍ଟ ଆକ୍ଟର ନେଗେଟିଭ ରୋଲ ପପୁଲାର (ମେଲ)- କରଣ ସିଂ ଗ୍ରେଭର
ବେଷ୍ଟ ଆକ୍ଟ୍ରେସ ନେଗେଟିଭ ରୋଲ ପପୁଲାର (ଫମେଲ)-ହିନା ଖାନ
ବେଷ୍ଟ ଷ୍ଟାଈଲିସ ମେଲ- ଜୈନ ଇମାମ
ଷ୍ଟାଇଲିସ ଦିବା-ସୁରଭି ଚାନ୍ଦନା ଏବଂ ଏରିକା ଫର୍ଣ୍ଣାଡିଜ
ମୋଷ୍ଟ ଫିଟ ଆକ୍ଟର- କରଣ ବାହୀ
ମୋଷ୍ଟ ଫିଟ ଆକ୍ଟ୍ରେସ- ହିନା ଖାନ
ବେଷ୍ଟ ଆଙ୍କର- ଅର୍ଜୁନ ବିଜଲାନୀ
ବେଷ୍ଟ ସପୋର୍ଟିଂ ରୋଲ ମେଲ କ୍ରିଟିକ୍ସ-କରଣ ଖତ୍ରା
ବେଷ୍ଟ ଆକ୍ଟର ସପୋର୍ଟିଂ ରୋଲ ଫିମେଲ- ମୁଗ୍ଧା ଚାପେକର
ବେଷ୍ଟ ସପୋର୍ଟିଂ ରୋଲ ପପୁଲାର- ହ୍ରିତକ ଅରୋଡା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More