Only for Entertainment

ଏହିଭଳି ହୋଇଛି ଗୋଲ୍ଡର ସୁଟିଂ,ଏକା ସାଙ୍ଗରେ ୨୦ ଜଣଙ୍କର ମେକଅପ ।

aajtak
0 37

ଅକ୍ଷୟ କୁମାର ଏବଂ ମୌନି ରୟଙ୍କ ଅଭିନୀତ ଫିଲ୍ମ ଗୋଲ୍ଡର ଟ୍ରେଲର ରିଲିଜ କରାଯାଇ ସରିଛି । ଏଳ୍ସକ୍ଲୁସିଭ ନାମରେ ଭିଡ଼ିଓକୁ ୟୁଟ୍ୟୁବରେ ଅପଲୋଡ କରାଯାଇଛି । ୩ ମିନିଟ ୬୪ ସେକେଣ୍ଡର ଏହି ଭିଡ଼ିଓରେ ଦର୍ଶାଯାଇଛିଯେ ଫିଲ୍ମର ସୁଟିଂ କେଉଁଭଳି ହୋଇଛି ଏବଂ ଏହି ମଧ୍ୟରେ ନିର୍ମାତାଙ୍କୁ କେଉଁଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଫିଲ୍ମର ସୁଟିଂ ଲଣ୍ଡନ ଏବଂ ଭାରତରେ ହୋଇଥିବାରୁ ଟିମ ସଦସ୍ୟଙ୍କୁ ପାଣିପାଗର ସମସ୍ୟା ସମ୍ମୁଖୀନ କରିବାକୁ ପଡ଼ିଲା । ଭାରତରେ ମଧ୍ୟ ପ୍ରଚୁର ଗରମରେ କୋର୍ଟ ପିନ୍ଧିବାକୁ ପଡ଼ିଥିଲା । କେବଳ ସେତିକି ନୁହେଁ ଭାରତକୁ ବ୍ରିଟିଶଙ୍କ ଠାରୁ ମୁକ୍ତି ହେବାର ଭିଡ଼ିଓ ମଧ୍ୟ ଦେଖାଇବାର ଥିଲା,ତେଣୁ ନିର୍ଦ୍ଦେଶକ ରୀମାଙ୍କୁ ପୁରୁଣା ଫଟୋ ସଂଗ୍ରହ କରି ଭିଡ଼ିଓ ଦେଖାଇବାର ଥିବାରୁ ସେ ଖୁବ କଷ୍ଟ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More