Only for Entertainment

ନିଶାରେ ଝୁମିଲେ ଅକ୍ଷୟ, ରାଗିଲେ ମୋନି ।

zeenews
0 48

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଗୋଲ୍ଡ’ର ଏବେ ଆଉ ଏକ ଗୀତ ରିଲିଜ ହୋଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଏକ ହକି କୋଚ ହେଉଥିବାର ନଜର ଆସିଛନ୍ତି । ପ୍ରଥମ ଗୀତରେ ଯେଉଁଠି ଅକ୍ଷୟ ରୋମାଂଟି ଅନ୍ଦାଜରେ ନଜର ଆସିଛନ୍ତି , ସେହିଭଳି ଏହି ଗୀତରେ ଅକ୍ଷୟ କୁମାର ମଦ ନିଶାରେ ଚୁର ହୋଇ ନାଚୁଥିବାର ନଜର ଆସିଛନ୍ତି । ଏହି ଗୀତରେ ସଚିନ-ଜିଗର ପ୍ରସ୍ତୁତ କରିଛନ୍ତି ଏବଂ ଏହି ଗୀତରେ ସଚିନ-ଜିଗରଙ୍କ ବ୍ୟତୀତ ବିଶାଲ ଡଡଲାନୀ ମଧ୍ୟ ସ୍ୱର ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଟିଭି ଅଭିନେତ୍ରୀ ମୋନି ରୟ ‘ଗୋଲ୍ଡ’ଫିଲ୍ମ ଜରିଆରେ ଡେବ୍ୟୁ କରିଛନ୍ତି । ଯଦି ଆପଣ ଏହି ଫିଲ୍ମର ଟ୍ରେଲର ଦେଖିଥିବେ ନିଶ୍ଚୟ ମୋନିଙ୍କ ଅଭିନୟର ଝଲକ ମଧ୍ୟ ଦେଖିଥିବେ । ଏହି ଫିଲ୍ମ ୧୫ଅଗଷ୍ଟରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More