Only for Entertainment

୮୯ ବର୍ଷରେ ହଲିଉଡ ଅଭିନେତ୍ରୀ କ୍ୟାଥରିନ ହେଲମଣ୍ଡଙ୍କ ନିଧନ ।

amarujala
34

ଦୁଇ ଦୁଇ ଥର ଗୋଲଡେନ ଗ୍ଲୋ ବିଜୟିନୀ ହୋଇଥିବା ଅଭିନେତ୍ରୀ କ୍ୟାଥରିନ ହେଲମଣ୍ଡଙ୍କ ୮୯ ବର୍ଷରେ ନିଧନ ହୋଇଛି । ସେ ଦୀର୍ଘ ବଷ ଧରି ଅଲଜାଇମର ରୋଗରେ ପିଡ଼ିତ ଥିଲେ । ହଲିଉଡ ରିପୋର୍ଟର ଡଟ କମ ଅନୁସାରେ ହେଲମଣ୍ଡଙ୍କ ଟ୍ୟାଲେଂଟ ଏଜେନ୍ସି ଏହି ବିଷୟରେ ସୂଚନା ଦେଇଛି । ଅଭିନେତ୍ରୀ ୨୩ ଫେବୃୟାରୀକୁ ଏହି ଦୁନିଆରୁ ବିଦାୟ ନେଇଛନ୍ତି ।

କ୍ୟାଥରିନ ୧୯୭୭ରୁ ୧୯୮୧ ମଧ୍ୟରେ ଟିଭି ଶୋ ସୋପରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ୟତୀତ କୋଚ, ହୁଜ ଦ ବସ ଏବଂ ଏଭ୍ରିବଡି ଲଭସ ରେମଣ୍ଡ ରେ ନଜର ଆସିଥିଲେ ।

ଏଭ୍ରିବଡି ଲଭସ ରେମଣ୍ଡ ପାଇଁ ସେ ୭ ଥର ଏମି ପୁରସ୍କାର ନାମାଙ୍କନରେ ସ୍ଥାନ ପାଇଥିଲେ । ଫିଲ୍ମ ବ୍ରାଜିଲ,ଟାଇମ ବ୍ୟାଣ୍ଡିଟସ ଇତ୍ୟାଦି ଫିଲ୍ମରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More