Only for Entertainment

ରିଲିଜ ହେଲା ଗୁଡନ୍ୟୁଜର ଟ୍ରେଲର

hindirush
36

ଅକ୍ଷୟ କୁମାର, କରୀନା କପୂର, କିୟାରା ଆଡ଼ବାଣି ଓ ଦିଲଜିତ ଦୋସାଂଝଙ୍କ ଅଭିନୀତ ଫିଲ୍ମ ଗୁଡନ୍ୟୁଜର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇ ସାରିଛି । ଅକ୍ଷୟ କୁମାର ଏହି ଟ୍ରେଲରକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏଥିରେ ପ୍ରଶ୍ନ କରିଛନ୍ତିଯେ କ’ଣ ଆପଣ ବାତ୍ରାଙ୍କୁ ସମ୍ଭାଳିବାକୁ ପ୍ରସ୍ତୁତ?

ତେବେ ଦୀର୍ଘ ସମୟ ପରେ କରୀନା ଏବଂ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଫିଲ୍ମ ଖୁବ ମଜାଦାର । ଅନ୍ୟ ପକ୍ଷରେ କିୟାରା ଏବଂ ଦିଲଜିତଙ୍କର ଏହା ହେଉଛି ତୃତୀୟ ବଲିଉଡ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More