Only for Entertainment

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଗୁଡନ୍ୟୁଜ, ହସ କାନ୍ଦର କାହାଣୀରେ ଭରପୂର ଫିଲ୍ମ

37

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଗୁଡନ୍ୟୁଜ । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ କରୀନା କପୂର. କିୟାରା ଆଡ଼ବାଣି ଏବଂ ଦିଲଜିତ ଦୋସାଂଝ ନଜର ଆସିଛନ୍ତି ।

 


ଫିଲ୍ମରେ ଅକ୍ଷୟ ଏବଂ କରୀନା ଏକ ମଡର୍ଣ୍ଣ ହାଇ ଫାଇ ପରିବାରର ହୋଇ ଥିବାର ଦେଖିବାକୁ ମିଳିଛି । ଯେଉଁମାନେ ବିବାହ କରି ମୁମ୍ବାଇରେ ନିଜ କ୍ୟାରିଅର ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ଏବଂ ଏହା ସହିତ ଏକ ଛୁଆ ଜନ୍ମ କରିବାକୁ ମଧ୍ୟ ପ୍ଲାନିଂ କରୁଛନ୍ତି । ତେଣୁ ପରିବାର ଲୋକ ତାଙ୍କୁ ଆଇଭିଏଫ ମାଧ୍ୟମରେ ଛୁଆ ଜନ୍ମ କରିବା ପାଇଁ ପରାମର୍ଶ ଦେଉଛନ୍ତି । ଏହାପରେ ସେମାନେ ହସ୍ପିଟାଲ ଯାଉଛନ୍ତି, କିନ୍ତୁ ସେଠାରେ ସେମାନଙ୍କ ମିକ୍ସଅପ ଅନ୍ୟ ଏକ ବତ୍ରା ପରିବାର ସହିତ ହୋଇ ଯାଉଛି, ଯାହାପରେ ଆରମ୍ଭ ହୋଇଛି ଗୋଟିଏ ପରେ ଗୋଟିଏ ସମସ୍ୟା । ଏହିଭଳି କିଛି ହସ କାନ୍ଦ ଦେଖିବାକୁ ମିଳିଛି ଫିଲ୍ମ ଗୁଡନ୍ୟୁଜରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More