Only for Entertainment

ହତ୍ୟା ଅଭିଯୋଗ ପରେ ଏବେ ପୁଣିଥରେ ଚର୍ଚ୍ଚାରେ ଦେବୋଲିନାଙ୍କ ଫଟୋସୁଟ ।

aajtak
64

ସାଥ ନିଭାନା ସାଥିଆଁ ମେଗା ଧାରାବାହିକ ଅଫ ଏୟାର ହେବା ପରଠାରୁ ଅଭିନେତ୍ରୀ ଗୋପି ବୋହୁ ଚର୍ଚ୍ଚାରେ ରହି ଆସିଛନ୍ତି । ଅଭିନେତ୍ରୀ ଦେବୋଲିନା ଭଟାଚାର୍ଜୀ ହତ୍ୟା ମାମଲାରେ ଫିସିଥିଲେ ଯାହା ଦ୍ୱାରା ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଟିଭି ନାୟିକା । ଅବଶ୍ୟ ଏହି ଥର ସେ ଫଟୋସୁଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥିରେ ଦେବୋଲିନାଙ୍କ ନୂଆ ଲୁକ ନଜର ଆସିଛି ।

ଫଟୋରେ ଓଭରସାଇଜ ଧଳା ରଙ୍ଗର ଟି ସର୍ଟରେ କୁଲ ଅନ୍ଦାଜରେ ନଜର ଆସିଛନ୍ତି ଦେବୋଲିନା ।

ଅଧିକାଂଶ ସମୟରେ ଦେବୋଲିନା ତାଙ୍କର ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ତେବେ କହିରଖୁଛୁଯେ ଜଣେ ଅଭିନେତ୍ରୀ ହୋଇଥିବା ସହିତ ସେ ଏକ ଭଲ ଡ୍ୟାନ୍ସର । ତେବେ ଶେଷ ଥର ପାଇଁ ଅଭିନେତ୍ରୀଙ୍କୁ ଲାଲ ଇ୍ଲରେ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More