Only for Entertainment

ଦୁବାଇରେ ହୋଲିର ଭବ୍ୟ ସମାରୋହ, ବଲିଉଡ ଗୀତରେ ଏଭଳି ଝୁମିଲେ ଲୋକ !

25

ଦୁବାଇରେ ହୋଲିର ଭବ୍ୟ ସମାରୋହ ଆୟୋଜିତ କରାଯାଇଥିଲା, ଏଥିରେ ୩୫୦୦ରୁ ଅଧିକ ଲୋକ କଂଟ୍ରି କ୍ଲବ ଦ୍ୱାରା ‘ଏସିଆର ସବୁଠାରୁ ବଡ ହୋଲି ବାଶ’ରେ ଭାଗ ନେଇଥିଲେ ।

ଦୁବାଇର ଜବିଲ ପାର୍କରେ କଂଟ୍ରି କ୍ଲବ ହୋଲି ସେଲିବ୍ରେଶନ ‘ହୋଲି ହେ’ ବହୁତ ବଡ ଏବଂ ହିଟ ରହିଛି । ଏହି ବହୁସଂଖ୍ୟା ଲୋକଙ୍କ ସମାରୋହରେ ଅନେକ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲୋକମାନେ ସିଙ୍ଗର ଏବଂ ଡିଜେର ମଜା ନେଇ ଖୁବ ମସ୍ତି କରିଥିଲେ ।

ବଲିଉଡ ପ୍ରସିଦ୍ଧ ଗାୟକ ସୁକନ୍ୟା ଘୋଷ ଏବଂ ଅର୍ଚ୍ଚନା ମହାଜନ ଭାରତୀୟ ପପ ବ୍ୟାଣ୍ଡ୍ସ ଅନୁଭବ ଏବଂ ଟ୍ୟୁନ-ଟ୍ରନିକ ସହ ବଲିଉଡର ଫେମସ ଗୀତରେ ଲାଇଭ ପରଫର୍ମାନ୍ସ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More