Only for Entertainment

ଏହି ଅଜବ ପରମ୍ପରା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

punjabkesari
27

ସାରା ଦୁନିଆରେ ବର କନ୍ୟା ଘରକୁ ବରଯାତ୍ରୀ ନେଇଯାଆନ୍ତି । କିନ୍ତୁ ସିରମୋରରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଏହାର ଓଲଟା ଘଟଣା ଦେଖିବାକୁ ମିଳେ । ସିରମୋରର ଗିରୀପାର କ୍ଷେତ୍ରରେ ଆଜି ମଧ୍ୟ ଅଜବ ପରମ୍ପରା ପାଳନ ହେଉଛି । ଏହି ପରମ୍ପରାକୁ ସ୍ଥାନୀୟ ଅଂଚଳରେ ଜାଜଡ଼ା କୁହାଯାଏ । ଯଦିଓ ଶୁଣିବାକୁ ଏହା ଅଜବ ଲାଗୁଛି ତଥାପି କଥାଟି ସତ ।

ଏହି ଅଜବ ପରମ୍ପରାର ଜ୍ୱଳନ୍ତ ଉଦାହରଣ ହେଉଛି ଶନିବାରର ଏକ ଘଟଣା । ଯେତେବେଳେ ଶିଲାଇ ତହସିଲର ଗାଁ ପରେଲିର ଏକ ଝିଅ ଉତ୍ତରାଖଣ୍ଡର ଚକରାତା ତହସିଲର କୁବରାଣୁ ଗାଁକୁ ବରଯାତ୍ରୀ ନେଇ ପହଂଚିଲେ । ଏହା କବାୟଲି ସଂସ୍କୃତିର ଜାଜଡ଼ା ପରମ୍ପରା । ପ୍ରାୟ ୫୦ ଜଣ ଲୋକ ବରଯାତ୍ରୀରେ ଯାଇଥିଲେ ।

ସୌଜନ୍ୟ punjab kesari
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More