Only for Entertainment

ଗୁରୁ ରନ୍ଧାୱା ନୂଆ ଗୀତ ‘ମେଡ ଇନ ଇଣ୍ଡିଆ’ ଇଣ୍ଟରନେଟରେ ମଚାଇଲା ଧୁମ

Dumkhum
0 51

ପଂଜାବର ପ୍ରସିଦ୍ଧ ସିଙ୍ଗର ଗୁରୁ ରନ୍ଧାୱାଙ୍କ ଏକ ନୂଆ ଗୀତ ଏବେ ୟୁଟ୍ୟୁବରେ ଧୁମ ମଚାଇଛି । ଏହାର ଟ୍ରିଜରକୁ କିଛି ପୂର୍ବେ ରିଲିଜ କରାଯାଇଥିଲା । ଏହି ଗୀତ ଏବେ ୟୁଟ୍ୟୁବରେ ନମ୍ବର ଏକରେ ଟ୍ରେଣ୍ଡ କରୁଛି । ଗୁରୁ ରନ୍ଧାୱାଙ୍କ ନୂଆ ଗୀତ ‘ମେଡ ଇନ ଇଣ୍ଡିଆ’ରେ ଅଭିନେତ୍ରୀ ଏଲନାଜ ନୋରୋଜୀଙ୍କୁ ଦେଖିବାକୁ ମିଳିଛି । ଏଲନାଜ ଜନ୍ମ ଇରାନରେ ଏବଂ ଗୁରୁଙ୍କୁ ଲାଗୁଥିଲା ସେ ହିନ୍ଦୀ କିମ୍ବା ପଂଜାବୀ ଭାଷାକୁ ବଝି ପାରିବେ ନାହିଁ । କିନ୍ତୁ ଏଲନାଜ ହିନ୍ଦୀ ସହିତ ୭ଟି ଭାଷା କହିପାରନ୍ତି ।

ଅନସ୍କ୍ରିନରେ ଗୁରୁ ଏବଂ ଅଲନାଜଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଗୀତକୁ ଇଟାଲୀରେ ସୁଟ କରାଯାଇଛି । ଟି ସିରିଜ ପ୍ରଡକ୍ସନରେ ନିର୍ମିତ ଏହି ଗୀତର କମ୍ପୋଜର, ସିଙ୍ଗର ଏବଂ ରାଇଟର ନିଜେ ଗୁରୁ ରନ୍ଧାୱା ।
ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More