Only for Entertainment

ରିଲିଜ ହେଲା ଗୁରୁ ରନ୍ଧୱାଙ୍କ ନୂଆ ଗୀତ ‘ରାତ କମାଲ ହୈ’ । ଦେଖନ୍ତୁ ଭିଡିଓ ।

bollywood tadka
0 39

ପଂଜାବର ପ୍ରସିଦ୍ଧ ଗାୟକ ଗୁରୁ ରନ୍ଧୱାଙ୍କର ନିକଟରେ ଏକ ନୂଆ ଗୀତ ‘ରାତ କମାଲ ହୈ’ ରିଲିଜ ହୋଇଛି । ଏହି ଗୀତ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହି ଗୀତରେ ଗୁଲସନ କୁମାରଙ୍କ ଝିଅ ତୁଲସୀ କୁମାର ଖୁବ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଗୀତରେ ତୁଲସୀ କୁମାରଙ୍କ ଭଉଣୀ ଖୁସାଲୀ କୁମାର ନଜର ଆସିଛନ୍ତି । ଏହା ଏକ ପାର୍ଟି ଗୀତ ।

ଏହି ଗୀତକୁ ଗୁରୁ ରନ୍ଧୱା ଲେଖିଛନ୍ତି । ଏହାର କମ୍ପୋଜ ମଧ୍ୟ ସେ ନିଜେ କରିଛନ୍ତି । ଗୀତ ଖୁବ ହିଟ ମଧ୍ୟ ହୋଇଛି । ଗୁରୁ ନିଖଟରେ ସଲମାନଙ୍କ ୱାର୍ଲଡ ଟୁର ‘ଦବଙ୍ଗ ରିଲୋଡେଡ’ରେ ସାମିଲ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More