Only for Entertainment

ଇଂଟରନେଟରେ ଧୁମ ମଚାଉଛି ଗୁରୁ ରାନ୍ଧୱାଙ୍କର ଏହି ଗୀତ ।

bollywood tadka
0 36

ପଂଜାବୀ ସିଙ୍ଗର ଗୁରୁ ରାନ୍ଧୱା ଖୁବ ପ୍ରସିଦ୍ଧ । ନିକଟରେ ତାଙ୍କର ଏକ ନୂଆ ଗୀତ ଆଜା ନି ଆଜା ରିଲିଜ ହୋଇଛି । ଗୀତ ରିଲିଜ ହେବାର କେବଳ ୪୮ ଘଂଟା ମଧ୍ୟରେ ୫୫ ଲକ୍ଷରୁ ଅଧିକ ଥର ଦେଖା ସରିଛି । ଅବଶ୍ୟ ଏକ ଗୀତ ପହଜାବୀ ଫିଲ୍ମ ‘ମର ଗୟେ ଓୟେ ଲୋକ’ର । ଏହି ଫିଲ୍ମରେ ପଂଜରବୀ ସୁପରଷ୍ଟାର ଗିପ୍ପି ଗ୍ରେବଲ ଅଛନ୍ତି । ଏହି ଗୀତରେ ତାଙ୍କ ସହିତ ସପ୍ନା ପବ୍ୱି ନଜର ଆସିଛନ୍ତି ।

ଖବର ଅନୁସାରେ ଗୁରୁ ରାନ୍ଧୱାଙ୍କର ଗୀତ ୟୁଟ୍ୟୁବରେ ନମ୍ବର ଥ୍ରି ଟ୍ରେଣ୍ଡରେ ରହିଛି । କିନ୍ତୁ ଏହି ଗୀତରେ କୌଣସି ତଡ଼କା ନାହିଁ ତଥାପି ହିରୋ ହିରୋଇନଙ୍କ ମଧ୍ୟରେ ରୋମାଂଟିକ ସିନ ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More