Only for Entertainment

ୟୁଟ୍ୟୁବରେ ରିଲିଜ ହେଲା ନୂଆ ଓଡିଆ ସର୍ଟ ଫିଲ୍ମ ହାୱାଇନ ସାର୍ଟ !

56

ୟୁଟ୍ୟୁବରେ ରିଲିଜ ହୋଇଛି ନୂଆ ଓଡିଆ ସର୍ଟ ମୁଭି ହାୱାଇନ ସାର୍ଟ ।ସାଇପ୍ରସାଦ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ଚଳଚିତ୍ର ରହିଛି ଚୌଧୁରୀ ଜୟପ୍ରକାଶ ଦାସ, ଦିପ୍ତି ପଣ୍ଡା,ଧନୁଷ ପ୍ରିୟଦର୍ଶୀନୀଙ୍କ ଅଭିନୟ ।ନିର୍ଦ୍ଦେଶନା ସହ ଅଭିନୟ ମଧ୍ୟ କରିଛନ୍ତି ସାଇପ୍ରସାଦ ପଣ୍ଡା ।

ଜୀବନଯାତ୍ରା ଚାଲୁ ଚାଲୁ ହଠାତ ଯେବେ ଜଣେ ଗୁରୁୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଆପଣ ହରାନ୍ତି ସେତେବେଳେ କଣ ସବୁ ଘଟେ । ଏହାକୁ ନେଇ ନିର୍ମାଣ ହୋଇଛି ନୂଆ କ୍ଷୁଦ୍ର ଚଳଚ୍ଚିତ୍ର ହାୱାଇନ ସାର୍ଟ । ସାଇପ୍ରସାଦ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ଚଳଚିତ୍ରରେ ରହିଛି ଚୌଧୁରୀ ଜୟପ୍ରକାଶ ଦାସ, ଦିପ୍ତି ପଣ୍ଡା,ଧନୁଷ ପ୍ରିୟଦର୍ଶୀନୀଙ୍କ ଅଭିନୟ । ନିର୍ଦ୍ଦେଶନା ସହ ଅଭିନୟ ମଧ୍ୟ କରିଛନ୍ତି ସାଇପ୍ରସାଦ ପଣ୍ଡା ।

ଭିଟ୍ୟୁନ୍ସ ମ୍ୟୁଜିକ ଦ୍ୱାରା ନିର୍ମିତ ଏହି ସର୍ଟ ମୁଭିରେ ଡିଓପି ଦାୟିତ୍ୱରେ ରହିଛନ୍ତି ଅନନ୍ତ ପ୍ରସାଦ ସାହୁ । ଭିଟ୍ୟୁନ୍ସ ମ୍ୟୁଜିକ ଦ୍ୱାରା ପୂର୍ବରୁ ରିଲିଜ ହୋଇଥିବା ଅନେକ ଗୀତ ଲୋକପ୍ରିୟତା ହାସଲ କରିଥିବାବେଳେ ଏବେ ଏହି କ୍ଷୁଦ୍ର ଚଳଚିତ୍ର ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇ ଦେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More