Only for Entertainment

ସମ୍ପର୍କରେ ବିବାଦ ଗୁଜବ ପରେ ହେଲି ଏବଂ ଜଷ୍ଟିନଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଲା !

54

ହଲିଉଡ ଷ୍ଟାର ଜଷ୍ଟିନ ବିବର ଏବଂ ହେଲି ବାଲ୍ଡବିନ ପୂର୍ବ ବର୍ଷ ବିବାହ କରିଥିଲେ । ଏହି ଯୋଡି ଅନେକ ସମୟରେ ନିଜ ଫଟୋ ଶେୟାର କରି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ବିଗତ ଦିନ ଏହି ଯୋଡି ଭିତରେ କିଛି ଦୂରତା ଆସିଥିବା ଖବର ସାମ୍ନା କୁ ଆସିଥିଲା । କିନ୍ତୁ ତାଙ୍କର ଲାଟେଷ୍ଟ ଫଟୋ ଆଉ କିଛି କହୁଛି ।

ଅସଲରେ ଜଷ୍ଟିନ ଏବଂ ହେଲି ନ୍ୟୁୟର୍କ ବିଚରେ ସ୍ପଟ ହୋଇଛନ୍ତି । ଦୁହିଁଙ୍କୁ ରୋମାଣ୍ଟିକ ଅନ୍ଦାଜ ରେ ଦେଖିବାକୁ ମିଳିଛି । ଜଷ୍ଟିନ ଏବଂ ହେଲିଙ୍କ ଫଟୋ ଦେଖିଲେ ଆପଣ ମଧ୍ୟ ଦିୱାନା ହୋଇଯିବେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ଜଷ୍ଟିନ ୨୧ବର୍ଷର ହେଲିଙ୍କୁ ୨୦୧୬ରୁ ହେଳିଙ୍କୁ ଡେଟ କରୁଥିଲେ । ୭ଜୁଲାଇରେ ଦୁହେଁ ନିର୍ବନ୍ଧ କରିଥିଲେ । ୨୪ବର୍ଷରେ କନାଡୀଆନ ସିଙ୍ଗର ନିର୍ବନ୍ଧ କରି ନିଜ ସମ୍ପର୍କକୁ ମୋହର ଲଗାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More