Only for Entertainment

ରିଲିଜ ହେଲା ଫିଲ୍ମ ‘ହାମିଦ’ର ପ୍ରଥମ ଟ୍ରେଲର, ଦେଖନ୍ତୁ ଭିଡିଓ

Pandolin
30

ଆଗାମୀ ବଲିଉଡ୍ ମୁଭି ‘ହାମିଦ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ସିନେମାଟି କାଶ୍ମୀରର ପୃଷ୍ଠଭୂମି ଉପରେ ଗତିଶୀଳ ହୋଇଛି । କିପରି ଏକ ଛୋଟ ପିଲା ଭଗବାନଙ୍କୁ ସତ ମାନେ । ଏବଂ ତାଙ୍କୁ ଭାବି ଜଣେ ଯବାନଙ୍କ ସହ ଫୋନରେ କଥା ହୁଏ ତାହା ଦେଖିବାକୁ ମିଳିଛି ଏହି ଟ୍ରେଲରରେ ।

କାଶ୍ମୀରରେ ଦେଖିବାକୁ ମିଳୁଥିବା ସମସ୍ୟା ଗୁଡିକୁ ଏହି ସିନେମାରେ ଗୁରୁତ୍ୱ ଦିଆ ଯାଇଛି । ବିକ୍ରମ ମେହରା, ସିଦ୍ଧାର୍ଥ ଆନନ୍ଦ କୁମାରଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଐଜାଜ୍ ଖାନ୍ । ୧୫ ମାର୍ଚ୍ଚରେ ପରଦାକୁ ଆସିବ ଏହି ଫିଲ୍ମ ହାମିଦ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More