Only for Entertainment

୧୭ବର୍ଷ ପରେ ୨୦୦୩ରେ ଆସିଥିବା ‘ହଙ୍ଗାମା ପାର୍ଟ୨’ ଫାଷ୍ଟ ଲୁକ ପୋଷ୍ଟର ରିଲିଜ !

41

ଫିଲ୍ମ ନିର୍ଦ୍ଦେଶକ ପ୍ରିୟଦର୍ଶନ ପାଖାପାଖି ୭ବର୍ଷ ପରେ ‘ହଙ୍ଗାମା୨’ସହ ବଲିଉଡରେ ଫେରୁଛନ୍ତି । ତାଙ୍କର ଏହି ଫିଲ୍ମ ଆସନ୍ତା ବର୍ଷ ୧୪ଅଗଷ୍ଟରେ ବଡ ପରଦାରେ ରିଲିଜ ହେବ ।

ଏଠାରେ ଆମେ ଜଣାଇ ରଖୁଛୁ ଯେ ନିର୍ଦ୍ଦେଶକ ତାଙ୍କର ଶେଷ ଫିଲ୍ମ ୨୦୧୩ରେ ଆସିଥିବା ‘ରଙ୍ଗରେଜ’ ଥିଲେ । ଫିଲ୍ମ ‘ହଙ୍ଗାମା୨’ରେ ପରେଶ ରାୱଲ,ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ମିଜାନ ଜାଫରୀ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମର ଅଭିନେତ୍ରୀ ପ୍ରଣୀତା ସୁଭାଷ ନଜର ଆସିବେ । ଫିଲ୍ମ ହଙ୍ଗାମା’୨୦୦୩ରେ ରିଲିଜ ହୋଇଥିଲା ।


ସ୍ୱାଧୀନତା ଦିବସରେ ‘ହଙ୍ଗାମା୨’ ସହ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More