Only for Entertainment

୩୫ବର୍ଷର ହେଲେ ଏହି ଅଭିନେତ୍ରୀ, ଜବରଦସ୍ତ ଅଙ୍ଗ ପ୍ରଦର୍ଶନ କରି ମଧ୍ୟ ବଲିଉଡରେ ପାଇପାରିଲେ ନାହିଁ ପରିଚୟ !

41

ବଲିଉଡ ରେ ଏଭଳି ଜଣେ ହସୀନା ଅଛନ୍ତି , ଯିଏ ନିଜର ହଟ ଅନ୍ଦାଜ ରେ ଦର୍ଶକଙ୍କ ହୃଦୟରେ ଖାସ ଜାଗା ବନାଇ ପାରିଛନ୍ତି । ସେହି ତାଲିକାରେ ନାଁ ଆସୁଛନ୍ତି ଶର୍ଲିନ ଚୋପ୍ରା । ଶର୍ଲିନ ୧୧ଜାନୁଆରୀରେ ତାଙ୍କ ବର୍ଥଡେ ସେଲିବ୍ରେଟ କରିଥିଲେ । ଶର୍ଲିିନଙ୍କ ଅସଲି ନାଁ ମୋନା ଚୋପ୍ରା । ଶର୍ଲିନଙ୍କ ଜନ୍ମ ହାଇଦ୍ରାବାଦରେ ହୋଇଥିଲା । ସେ ପିଲା ଦିନରୁ ହିଁ ବହୁତ ଆକାଂକ୍ଷୀ । ଏହିକାରଣରୁ ସେ ସ୍କୁଲରେ ପାଠ ପଢା ସରିଲା ତୁରନ୍ତ ଆନ୍ଧ୍ରା ବ୍ୟୁଟି କଂଟେଷ୍ଟରେ ଭାଗ ନେଇଥିଲେ । ଏହାସହ ସେ ପ୍ରତିଯୋଗୀତାର ବିଜେତା ମଧ୍ୟ ହୋଇଥିଲେ ।

ଶର୍ଲିନ ଯେତେ ତାଙ୍କ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି , ସେହିପରି ବିବାଦ କାରଣରୁ ମଧ୍ୟ ସେ ଚର୍ଚ୍ଚାରେ ରହିଥାଆନ୍ତି । ଶର୍ଲିନ ବଲିଉଡରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ ମାତ୍ର କେବେ ସଫଳତା ପାଇ ପାରିଲେ ନାହିଁ ।

ଶର୍ଲିନ ‘ଜବାନୀ ଦିୱାନୀ: ଏ ୟୂଥଫୁଲ ଜୟରାଇଡ, ରକିବ, ଏବଂ ରେଡ ସ୍ୱସ୍ତିକ ଭଳି ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଶର୍ଲିନ ନିଜ ହଟନେସର ଯାଦୁ ଇଣ୍ଡଷ୍ଟ୍ରିରେ ବନାଇ ପାରିନଥିଲେ । ଆଜି ତାଙ୍କ ନାଁ ଫ୍ଲପ ଅଭିନେତ୍ରୀ ମଧ୍ୟରେ ଆସୁଛି । ଏବେ ଶର୍ଲିନ ପ୍ରଡକ୍ସନରେ ଆସିବା ପାଇଁ ପ୍ରସ୍ତୁତି କରୁଛନ୍ତି । ସେ ଖୁବ ଶୀଘ୍ର ଫିଲ୍ମ ବନାଇବାକୁ ଯାଉଛନ୍ତି, ଯାହା ସ୍ପୋର୍ଟସ ଉପରେ ଆଧାରିତ ବାୟୋପିକ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More