Only for Entertainment

ଆଲିୟା ଭଟ୍ଟ କିଛି ଏଭଳି ଅନ୍ଦାଜରେ କରୀନାଙ୍କୁ ଜଣାଇଲେ ବର୍ଥଡେ ଶୁଭେଚ୍ଛା, ଭାଇରାଲ ହେଲା ଫଟୋ !

deccanchronicle
0 38

ବଲିଉଡ ଅଭିନେତ୍ରୀ କରୀନା କପୂର ଆଜି ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ ମଉକାରେ ତାଙ୍କ ପରିବାର ଏବଂ ବନ୍ଧୁ ଗତକାଲି ରାତିରେ ବର୍ଥଡେ ସେଲିବ୍ରେଟ କରିଥିଲେ । କରିଶ୍ମା କପୂର, ମମ୍ମି ବବିତା, ବାପା ରଣଧୀର କପୂର , ସ୍ୱାମୀ ସୈଫ ଅଲ୍ଲୀ ଖାନ, ନଣନ୍ଦ ସୋହା ଅଲ୍ଲୀ ଖାନ ଏବଂ ତାଙ୍କ ସ୍ୱାମୀ କୁଣାଲ ଖେମୁ କରୀନାଙ୍କୁ ବର୍ଥଡେ ୱିଶ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ତାଙ୍କ ବର୍ଥଡେ ୱିଶର ସୁଅ ଛୁଟୁଛି । ଏହିପରି ଆଲିୟା ମଧ୍ୟ ତାଙ୍କ ଇନଷ୍ଟା ଅକାଉଂଟରେ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ଏହାପରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

Sparkle and shine !!! Happy birthday !!! ❤️❤️?

A post shared by Soha (@sakpataudi) on

 

View this post on Instagram

 

Bebo Birthday Boomerang!! ? ? #happybirthday

A post shared by Kunal Kemmu (@khemster2) on

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ କରୀନା ଏବଂ ଆଲିୟା ଉଡତା ପଂଜାବରେ ଏକାସାଙ୍ଗେ କାମ କରିଥିଲେ । ଫିଲ୍ମ ପ୍ରମୋଶନ ସମୟରେ ଦୁହିଁଙ୍କ ମଧ୍ୟରେ ଭଲ ବଣ୍ଡିଂ ନଜର ଆସିଥିଲା । ଏହାବ୍ୟତୀତ ଖୁବ ଶୀଘ୍ର ଦୁହେଁ ତଖ୍ତ ଫିଲ୍ମରେ ଏକାସହ ନଜର ଆସିବେ । ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି କରଣ ଜୋହର ଏବଂ ଅନୁୁମାନ ଲଗାଯାଉଛି ଯାହା ଫିଲ୍ମ ୨୦୨୦ସୁଦ୍ଧା ପରଦାରେ ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More