Only for Entertainment

ଲଣ୍ଡନରେ ସୈଫ ଏବଂ ଭଉଣୀ କରୀନାଙ୍କ ସହ ବର୍ଥଡେ ସେଲିବ୍ରେଟ କରୁଛନ୍ତି କରୀଶ୍ମା କପୂର !

46

୪୫ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍ ସୁନ୍ଦରୀ କରିଶ୍ମା କପୁର୍ । ଇଂଲଣ୍ଡରେ ମାଆ ଭଉଣୀ ଓ କ୍ଲୋଜ୍ ଫ୍ରେଣ୍ଡସଙ୍କ ସହ ନିଜ ଜନ୍ମଦିନ ପାଳନ କରିଛନ୍ତି ଏହି ସୁନ୍ଦରୀ । ଏକ ସାନ୍ଦାର୍ ପାର୍ଟି ସହ ନିଜ ଜନ୍ମଦିନ ପାଳନ କରିଛନ୍ତି ଲୋଲୋ । ପାର୍ଟିରେ କରିଶ୍ମା କପୁର୍, ସୈଫ୍ ଅଲ୍ଲି ଖାନ୍ ମାଆ ବବିତା ଓ ବାପା ରଣଧିର୍ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ତାଙ୍କର କିଛି ଘନିଷ୍ଠ ବନ୍ଧୁ କରିଶ୍ମାଙ୍କ ଜନ୍ମଦିନରେ ସାମିଲ୍ ହୋଇଥିଲେ । ତାଙ୍କର ଜନ୍ମଦିନରେ ଅନ୍ୟ ସେଲିବ୍ରିଟି ଏବଂ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ୱିଶ କରିଛନ୍ତି । ସେ ନିଜେ ମଧ୍ୟ ବର୍ଥଡେ ସେଲିବ୍ରେଶନର କିଛି ଫଟୋ ଶେୟାର କରିଛନ୍ତି ।

 

View this post on Instagram

 

Twinning once again ? #balmain #black #sisters #aboutlastnight

A post shared by KK (@therealkarismakapoor) on

 

View this post on Instagram

 

? #chill

A post shared by KK (@therealkarismakapoor) on

 

View this post on Instagram

 

My dearest Lolo!? Sending you all the love and light on your special day. Wishing you a very Happy Birthday @therealkarismakapoor ?

A post shared by Sonam K Ahuja (@sonamkapoor) on


କରିଶ୍ମା ୧୯୯୧ର ଫିଲ୍ମ ପ୍ରେମ କୈଦି ଜରିଆରେ ଅଭିନୟରେ ନିଜ ସଫର୍ ଆରମ୍ଭ କରିଥିଲେ । ୯୦ ଦଶକରେ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି ଏହି ସୁନ୍ଦରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More