Only for Entertainment

୨୧୬ ଫୁଟର କେକ୍ କାଟି ଜନ୍ମଦିନ ପାଳନ କରିବେ କେଜିଏଫ ଆକ୍ଟର

24

ଷ୍ଟାର ୟଶ ଆଜି ତାଙ୍କ ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ୟଶଙ୍କୁ ଜନ୍ମଦିନ ଶୁଭେତ୍ସା ଜଣାଇବା ପାଇଁ କନ୍ନଡ଼ରୁ ଖୁବ ସାରା ଫ୍ୟାନ୍ସ କର୍ଣ୍ଣାଟକ ଆସିବେ । ସେଂଟାଲ ଟ୍ରେଡର ଏବଂ ବ୍ୟାଙ୍କ ୟୁନିୟନ ତରଫରୁ ଭାରତ ବନ୍ଦ ଘୋଷଣାର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ି ନାହିଁ ଏବଂ ବିନା ସମସ୍ୟାରେ ପ୍ରସ୍ତୁତି ଚାଲିଛି ।

 

ରିପୋର୍ଟ ଅନୁସାରେ ଫ୍ୟାନ୍ସ ଏସୋସିଏସନ ନନ୍ଦି ଲିଙ୍କ ଗ୍ରାଉଣ୍ଡ, ନୟନ୍ଧଲି ଓ ବାଙ୍ଗାଲୁରରେ ଜନ୍ମଦିନ ପାଳନ କରିବେ । ଖବର ଅନୁସାରେ ୟଶ ୫ ହଜାର କିଲେ ଏବଂ ୨୧୬ ଫୁଟର କେକ୍ କାଟିବେ । ଫ୍ୟାନ୍ସଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ପହଂଚିବା ପାଇଁ ୧୦ଟି ବସ ର ୟାୟୋଜନ କରଯାଇଛି । ପ୍ରାୟତଃ ୨୦ ହଜାର ଲୋକ ଆସିପାରନ୍ତି ।

ଆଜି ୟଶଙ୍କ ଜନ୍ମଦିନରେ କେଜିଏଫ ୨’ର ଟ୍ରେଲର ଲଂଚ ହୋଇଥାନ୍ତା, କିନ୍ତୁ କୌଣସି କାରଣରୁ ଏହାକୁ ଟାଳି ଦିଆ ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More