Only for Entertainment

ସ୍ୱାଦରେ ଭରପୂର ହରିୟାଲୀ ପନିର ଟିକା

cooiking from heart
58

ପ୍ରଥମେ ମ୍ୟାରିନେସନ ପାଇଁ ଏକ ପାତ୍ରରେ ଖଟା ହୋଇନଥିବା ଦହି, ଗରମ ମସଲା, ଅଦା ଓ ରସୁଣ ବଟା ଏବଂ ସାମାନ୍ୟ କାଜୁ ପେଷ୍ଟ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏହି ମିଶ୍ରଣରେ ବଟା ପାଳଙ୍ଗ, କଟା ହୋଇଥିବା ପନିର ଓ ଲୁଣ ପକାଇ ମିଶାନ୍ତୁ ଏବଂ ଅଧ ଘଂଟା ରଖନ୍ତୁ ।

ମ୍ୟାରିନେସନ ହୋଇଥିବା ପନିରକୁ ଗ୍ରିଲ ତାୱା ଗରମ କରି ତେଲ ପକାନ୍ତୁ । ଏହାର ଦୁଇ ପାଶ୍ୱର୍କୁ ଗୋଲଡେନ ରଙ୍ଗ ହେବା ପର୍ଯ୍ୟନ୍ତ ସେକନ୍ତୁ । ଏବେ ଏହାକୁ ପ୍ଲେଟକୁ ବାହାର କରି ଲେମ୍ବୁ ଓ ପିଆଜ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More