Only for Entertainment

ସପନା ଚୌଧରୀଙ୍କ କକଟେଲ ଡ୍ୟାନ୍ସ, ୱେଷ୍ଟର୍ଣ୍ଣ ଡ୍ରେସରେ ଆସିଲେ ନଜର !

52

ହରୀୟାଣବି ଡ୍ୟାନ୍ସର ସପ୍ନା ଚୌଧରି ଯେବେ ବି ଷ୍ଟେଜକୁ ଆସନ୍ତି ପ୍ରଶଂସକ ଝୁମିବାକୁ ଲାଗନ୍ତି । ସପ୍ନା ନିଜ ଜୀବନରେ ଅନେକ ବାଧାବିଘ୍ନ ଅତିକ୍ରମ କରିଛନ୍ତି, ସଂଘର୍ଷ କରିଛନ୍ତି । ମାତ୍ର ସପ୍ନାଙ୍କ ଏହି ପରିଶ୍ରମ ଏବେ ତାଙ୍କୁ ସଫଳତା ରେ ପହଁଞ୍ଚାଇ ପାରିଛି । ଏହି ସଫଳତାରେ ସବୁଠାରୁ ବଡ଼ ହାତ ରହିଛି ବିବାଦୀୟ ରିଆଲିଟି ସୋ ବିଗବସର । ଏହି ସୋ ତାଙ୍କୁ ସଫଳତାର ଏକ ନୂଆ ପରିଚୟ ଦେଇଛି । ଏହି ସୋ ପରେ ତାଙ୍କୁ ଅନେକ କାମ ମିଳିଛି । ନିକଟରେ ସପ୍ନା ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଟ୍ରାଡ଼ିସନଲ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

 

View this post on Instagram

 

#sapnachaudhary #sapnachoudhary #haryanvi #biggboss12 #newdelhi #jaat

A post shared by SAPNA CHOUDHARY (@isapnachaudhary_) on

ଭିଡ଼ିଓ ଟି କୌଣସି ଏକ ଛୋଟ ଫଙ୍କସନର ଅଟେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସବୁବେଳେ ସାଲୁଆର ପିନ୍ଧୁଥିବା ସପ୍ନା ଯେବେ ଠାରୁ ମେକଓବର କରିଛନ୍ତି ତାଙ୍କୁ ଚିନ୍ହିବା ମୁସ୍କିଲ ହୋଇପଡୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More