Only for Entertainment

ଆସନ୍ତା ମାସ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ, ଦେଖନ୍ତୁ ଏହାର ଟ୍ରେଲର !

desicinemaa
0 67

ଖୁବ ଶୀଘ୍ର ହେଟଷ୍ଟୋରୀର ଚତୁର୍ଥ ପାର୍ଟ ପରଦାକୁ ଆସିବାକୁ ଯାଉଛି । ଟି-ସିରିଜ ଏହି ଫିଲ୍ମର ନିର୍ଦ୍ଧେଶନା କରୁଛି । ଭୂଷଣ କୁମାର ଏହାର ପ୍ରଯୋଜକ ଅଟନ୍ତି । ଏହି ଫିଲ୍ମର ନିର୍ଦ୍ଧେଶକ ହେଉଛନ୍ତି ବିଶାଳ ପାଣ୍ଡ୍ୟା । ଏହି ଫିଲ୍ମରେ ଉର୍ବଶୀ ରୋଟେଲା, ଭିଭାଣ ଭଥେନା ଏବଂ କରଣ ୱାହି ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବେ । ହେଟ ଷ୍ଟୋରୀ-୪ରେ ଇହାନା ଧିଲୋନ ଏବଂ ଗୁଲସନ ଗ୍ରୋଭରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଆସନ୍ତା ମାସ ୯ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।

ଦେଖନ୍ତୁ ଏହାର ଟ୍ରେଲର –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More