Only for Entertainment

ପୁଣି ଥରେ ଏକାସହ ନଜର ଆସିବେ ଟାଇଗର ଏବଂ ଜୋୟାଙ୍କ ଯୋଡି !

india
0 52

ସଲମାନ ଖାନ ଏବଂ କ୍ୟାଟରୀନା କୈଫ ବଲିଉଡର ଫେମସ ଯୋଡି ଲିଷ୍ଟରେ ଆସନ୍ତି । ଯେଉଁଠି ସିଲଭର ସ୍କ୍ରିନରେ ତାଙ୍କ ମଧ୍ୟରେ କେମେଷ୍ଟ୍ରି ଦେଖିବାକୁ ମିଳେ ଫ୍ୟାନ୍ସଙ୍କ ହୃଦୟ ଦୃତରେ ସ୍ପନ୍ଦନ କରେ । ସେହିଭଳି ଅଫସ୍କ୍ରିନରେ ଏହି ଯୋଡିଙ୍କୁ ଦେଖିଦେଲେ ଦର୍ଶକ ଦୁହିଁଙ୍କ ହିଟ ଯୋଡି ଦେଖିଦେଲେ ଦୁହିଁଙ୍କୁ ପରଦାରେ ଦେଖିବା ଲାଗି ଇଚ୍ଛା ପ୍ରକାଶ କରନ୍ତି ।

ଯଦି ଆପଣ ଏହି ଯୋଡିକୁ ଆଉ ଥରେ ଟାଇଗର ଜିନ୍ଦା ହେ ପରେ ଦେଖିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଆମେ ଏକ ଖୁସି ଖବର ନେଇ ଆସିଛୁ । ଆଜ୍ଞା ହଁ ଦେଶର ସୁପରିଚିତ ଡିଜାଇନର ମନୀଶ ମଲହୋତ୍ରା ସୋ ଟପର୍ସ ଜରିଆରେ ନଜର ଆସିବାକୁ ଯାଉଛନ୍ତି ।

ମନୀଶ ମଲହୋତ୍ରା ସୋସିଆଲ ମିଡିଆ ଜରିଆରେ ଏହା ଜଣାଇଛନ୍ତି । କ୍ୟାଟରୀନା ମନୀଶଙ୍କ ଡିଜାଇନର ଡ୍ରେସ ଲୁକରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ କ୍ୟାଟ ୧ଅଗଷ୍ଟରେ କୋଚରୱିକ ୨୦୧୮ ପାଇଁ ରାମ୍ପ ୱାକ କରିବେ । ଏହାପରେ ମନୀଶ କହିଛନ୍ତି କେବଳ କ୍ୟାଟ ନୁହଁନ୍ତି ବରଂ ସଲମାନ ମଧ୍ୟ ଏଥିରେ ଯୋଗ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More