Only for Entertainment

୩୨ ବର୍ଷରେ ପାଦ ଦେଲେ ହେଜେଲ, ୟୁଭି ଏପରି ସେଲିବ୍ରେଟ କଲେ ପତ୍ନୀଙ୍କ ଜନ୍ମଦିନ

Bollywood Tadka
35

ବଲିଉଡ ଅଭିନେତ୍ରୀ ତଥା କ୍ରିକେଟର ୟୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ ୨୮ ଫେବୃଆରୀରେ ନିଜର ୩୨ ତମ ଜନ୍ମଦିନ ପାଳନ କରିଛନ୍ତି । ଯୁବରାଜ ଏବଂ ହେଜେଲ ବର୍ଥ ଡେ ସେଲିବ୍ରେସନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଫଟୋରେ ଦୁହେଁ ନିଜ ବନ୍ଧୁମାନଙ୍କ ସହିତ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି । ହେଜେଲଙ୍କ ଜନ୍ମଦିନ ପାଇଁ କ୍ରିକରେଟର ୟୁବରାଜ ସିଂ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ବଲିଉଜ ସେଲିବ୍ରିଟିଙ୍କ ସହିତ ୟୁବରାଜଙ୍କ ସାଥି କ୍ରିକେଟର ନଜର ଆସିଥିଲେ ।

 

ଗେଷ୍ଟ ଲିଷ୍ଟରେ ଅଭିନେତା ଆଶିଷ ଚୌଧରୀ, ଟିଭି ଉପସ୍ଥାପକ ଗୌରବ କପୁର, କ୍ରିକେଟର ହରଭଜନ ସିଂ, ଅଭିନେତ୍ରୀ ଗୀତା ବସରା, ଆଶିଷ ନେହେରାଙ୍କୁ ଦେଖିବାକୁ ମିଳିଥିଲା । ହେଜେଲ ନିଜ ଇଂଷ୍ଟାଗ୍ରାମା ଆକାଉଣ୍ଟରେ ସେଲିବ୍ରେସନର କିଛି ଫଟୋ ସେୟାର କରି ଲେଖିଥିଲେ, ମୁଁ ୩୨ ବର୍ଷ ହୋଇସାରିଛି । ଏହା ମୋର ସବୁଠାରୁ ଭଲ ବର୍ଥଡେ ଥିଲା । ମୁଁ କେବେ ଭାବିନଥିଲି ମୋତେ ଏତେ ଭଲପାଇବା ମିଳିବ । ଏହ ସହିତ ସେ ୟୁବରାଜଙ୍କୁ ପାର୍ଟି ପାଇଁ ଜଣାଇଥିଲେ ।

 

କହିରଖୁଛୁ ଯେ, ୟୁବରାଜ ଏବଂ ହେଜେଲ ୩୦ ନଭେମ୍ବର ୨୦୧୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ନିଜ ବୈବାହିକ ଜୀନକୁ ଖୁବ ଏଞ୍ଜୟ କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More