Only for Entertainment

ଝିଅ ଓ ଜ୍ୱାଇଁଙ୍କ ସହିତ ହଲିଡେ ବିତାଉଛନ୍ତି ହେମା ମାଳିନୀ ।

bollywood tadka
0 62

ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଚଳିତ ଦିନ ଗୁଡ଼ିକରେ ଝିଅ ଈଶା ଦେଓଲ ଏବଂ ଜ୍ୱାଇଁ ତଖ୍ତାନିଙ୍କ ସହିତ ହଲିଡେ ଏନଜୟ କରୁଛନ୍ତି । ନିକଟରେ ସେ ଏହି ଟ୍ରିପର କିଛି ଫଟୋ ସେୟାର କରିଛନ୍ତି ।

ଫଟୋରେ ଈଶା ହେମାଙ୍କ ସହିତ କିଚେନରେ ନଜର ଆସିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତିଯେ ଫୁଡ ତାଙ୍କ ମା ରୋଷେଇ କରିଛନ୍ତି ।

ହେମାଯେ ଈଶାଙ୍କର ଖୁବ ଯତ୍ନ ନେଉଛନ୍ତି ଏଥିରେ ସନ୍ଦେହ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More