Only for Entertainment

ଶେଷରେ ଅପେକ୍ଷା ର ଘଟିଲା ଅବସାନ, ସାମ୍ନା କୁ ଆସିଲା ଦୀପବିରଙ୍କ ବିବାହର ପ୍ରଥମ ଫଟୋ !

34

ଅନେକ ଅପେକ୍ଷା ର ଅବସାନ ଘଟାଇଛି, ଶେଷରେ ଵିଵାହର ପ୍ରଥମ ଫଟୋ ସାମ୍ନା କୁ ଆସିଛି ।ଏହି ଫଟୋ କୁ ନିଜେ ଦୀପିକା ତାଙ୍କର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ମାତ୍ର କିଛି ସେକେଣ୍ଡରେ ଏହି ଫଟୋକୁ ଲକ୍ଷ ଲକ୍ଷ ଲାଇକ ମିଳି ସାରିଲାଣି । ଦେଖନ୍ତୁ –

 

View this post on Instagram

 

❤️

A post shared by Deepika Padukone (@deepikapadukone) on

ସୋସିଆଲ ମିଡିଆରେ ସେୟାର ହେଉ ହଉ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More