Only for Entertainment

ମକ୍କା ଖାଇବା ପରେ ଭୁଲରେ ମଧ୍ୟ ପିଅନ୍ତୁ ନାହିଁ ପାଣି । ନତେଚ ଭୋଗି ପାରନ୍ତି ଏହି ସମସ୍ୟା ।

you tube
0 57

ବର୍ଷାଦିନେ ମକ୍କା ଖାଇବା ଅଧିକାଂଶ ଲୋକଙ୍କୁ ପସନ୍ଦ । ଲେମ୍ବୁ ଏବଂ ମସଲା ସହିତ ମକ୍କା ଖାଇବାର ମଜା କିଛି ଭିନ୍ନ । କେବଳ ସ୍ୱାଦ ନୁହେଁ ଏହା ଆମର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ । କିନ୍ତୁ ଆପଣ ଜାଣନ୍ତି କି ମକ୍କା ଖାଇବା ପରେ ପାଣି ପିଇବା ଶରୀର ପାଇଁ କେତେ ହାନିକାରକ । ଆସନ୍ତୁ ଜାଣିବା କ’ଣ ପାଇଁ ମକ୍କା ଖାଇବା ପରେ ପାଣି ପିଇବା ଉଚିତ ନୁହେଁ ।

ଆପଣ ଦେଖିଥିବେ ମକ୍କା ଖାଇବା ପରେ ଅନେକ ଲୋକଙ୍କ ଠାରେ ପେଟ ଫୁଲିବା ଏବଂ ପେଟରେ ଯନ୍ତ୍ରଣା ସମସ୍ୟା ଦେଖାଯାଇଥାଏ । ଏହାର କାରଣ ହେଉଛି ମକ୍କା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା । ଏହା କରିବା ଦ୍ୱାରା ଆମ ପାଚନ କ୍ରିୟା ଉପରେ ପ୍ରଭାବ ପଡିଥାଏ । ଫଳରେ ପାଚନ କ୍ରିୟା ଭଲରେ ହୋଇପାରେ ନାହିଁ ।

ମକ୍କା ଖାଇବା ପରେ ପାଣି ପିଇବା ଦ୍ୱାରା ମକ୍କାରେ ଥିବା କାର୍ବେସ ଏବଂ ଷ୍ଟାର୍ଚ ପାଣିରେ ମିଶିଯାଇଥାଏ । ଯାହା ଫଳରେ ପେଟରେ ଗ୍ୟାସ ରହିଯାଇଥାଏ । ଏହ ଫଳରେ ଏସିଡିଟି ପେଟ ଫୁଲିବା ପରି ସମସ୍ୟା ଦେଖାଯାଇଥାଏ ।

ଧ୍ୟାନ ରଖନ୍ତୁ ମକ୍କା ଖାଇବାର ୪୫ ମିନିଟ ପୂର୍ବରୁ ପାଣି ପିଅନ୍ତୁ ନାହିଁ । ବର୍ଷଦିନରେ ପାଚନ ଶୀଘ୍ର ହୋଇନଥାଏ ଫଳରେ ଅନେକ ରୋଗ ଏବଂ ଇନଫେକ୍ସନ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More