Only for Entertainment

‘ହମସଫର’ ହେଲେ ନେହା କକ୍କର ଏବଂ ହିମାଂଶ, ଭିଡିଓରେ ଦେଖବାକୁ ମିଳିଲା ଲଭ କେମେଷ୍ଟ୍ରୀ

Mid-Day
0 35

ବଲିଉଡ ସିଙ୍ଗର ନେହା କକ୍କର ଏବଂ ଅଭିନେତା ହିମାଂଶ କୋହଲିଙ୍କ ଅଫେୟାର ଏବେ ଚର୍ଚ୍ଚାରେ । ଦୁହିଁଙ୍କୁ ଅନେକ ସମୟରେ ଏକା ସହିତ ଦେଖିବାକୁ ମିଳିଥାଏ । କିନ୍ତୁ ଦୁହେଁ ପରସ୍ପରର ଭଲ ବନ୍ଧୁ ବୋଲି କହିଆସିଛନ୍ତି । ଏହା ପୂର୍ବରୁ ଆପଣଙ୍କୁ କହିଥିଲୁ ଯେ ନେହା ହିମାଂଶଙ୍କୁ ହସସଫର କହି ଏକ ଫଟୋ ସେୟାର ମଧ୍ୟ କରିଥିଲେ ।

ଅନେକ ଲୋକ ଏହାକୁ ପ୍ରମୋସନ ବୋଲି କହିଥିଲେ । ସୂଚନା ଅନୁସାରେ ନେହା ଏବଂ ହିମାଂଶ କୋହଲିଙ୍କ ‘ହମସଫର’ ମ୍ୟୁଜିକ ଆଲବମ ନିକଟରେ ରିଲିଜ ହୋଇଛି । ଏବଂ ଗୀତରେ ଦୁହିଁଙ୍କ ଜବରଦସ୍ତ ଲଭ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ୧୫ ଘଣ୍ଟାରେ ଏହି ଭିଡିଓକୁ ୧କୋଟିରୁ ଅଧିକ ଦର୍ଶକ ଦେଖିସାରିଛନ୍ତି ।

ଦେଖନ୍ତୁ ଭିଡିଓ…

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More