Only for Entertainment

ଏହି କାରଣରୁ ରାନୁ ମଣ୍ଡଲକୁ ବଲିଉଡରେ ବ୍ରେକ ଦେଲେ ହିମେଶ, ସଲମାନଙ୍କର ରହିଛି ଖାସ କନେକ୍ସନ

hindirush
1,495

ରାନୁଙ୍କୁ ବଲିଉଡରେ ବ୍ରେକ ମିଳି ସାରିଛି । ଏଥିପାଇଁ କ୍ରେଡିଟ ଯାଉଛି ଗାୟକ ହିମେଶ ରେଶମିୟାଁକୁ । ଖବର ଅନୁସାରେ ହିମେଶ ଏଭଳି ପଦକ୍ଷେପ ନେବା ପଛରେ ରହିଛି ସଲମାନଙ୍କ ବାପା ସଲିମ ଖାନଙ୍କ ହାତ । ଏହାର ଖୁଲାସା ନିଜେ ହିମେଶ ଏକ ଶୋ’ରେ ଜଣାଇଛନ୍ତି ।

ରାନୁ ରିଆଲିଟି ଶୋ ସିଙ୍ଗିଙ୍ଗ ସୁପରଷ୍ଟାର’ରେ ପହଂଚି ତାଙ୍କ ଜୀବନର ପୂରା କାହାଣୀ ବିଷୟରେ ଜଣାଇଛନ୍ତି ।ଏହା ସହିତ କିଭଳି ହିମେଶ ତାଙ୍କୁ ସୁଯୋଗ ଦେଇଛନ୍ତି ତାହା ମଧ୍ୟ ଜଣାଇଛନ୍ତି । ତେବେ ଏହି ସମୟରେ ଉପସ୍ଥିତ ଥିବା ହିମେଶ କହିଛନ୍ତିଯେ, ସଲମାନଙ୍କ ବାପା ସଲିମ ତାଙ୍କୁ ସବୁବେଳେ କୁହନ୍ତି ଯଦି କିଛି ଟ୍ୟାଲେଂଟ ଦେଖୁଛ ତେବେ ତାକୁ ଆଗକୁ ନେବାକୁ ଚେଷ୍ଟା କର । ତେଣୁ ହିମେଶ ରାନୁଙ୍କୁ କହିଲେ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ମୋ ଫିଲ୍ମରେ ଗୀତ ଗାଆନ୍ତୁ । ଯାହାପରେ ରାନୁ ଗୀତ ଗାଇଲେ ଏବଂ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More