Only for Entertainment

ଲଭ ତ୍ୟାଗୀଙ୍କୁ ଭେଟିଲେ ପ୍ରିୟଙ୍କ ଏବଂ ହୀନା,ଏହି କଥାର ଉଡ଼ାଇଲେ ମଜାକ ।

AAJTAK
0 33

ବିଗ ବସରେ ହୀନା,ପ୍ରିୟଙ୍କ ଏବଂ ଲଭ ତ୍ୟାଗୀଙ୍କ ବନ୍ଧୁତା ଖୁବ ଚର୍ଚ୍ଚାରେ ରହିଥିଲା । ପୁଣିଥରେ ଏକା ସାଙ୍ଗରେ ୩ ଜଣ ନଜର ଆସିଛନ୍ତି । ଏହା ଦ୍ୱାରା ୩ ଜଣ ଖୁବ ମସ୍ତୀ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି ।

ବାସ୍ତବରେ ହୀନା ତାଙ୍କ ମ୍ୟୁଜିକ ଭିଡ଼ିଓ ଲଂଚ ପାଇଁ ଦିଲ୍ଲୀ ଆସିଛନ୍ତି । ଏହି ମଧ୍ୟରେ ସେ ତାଙ୍କ ବନ୍ଧୁ ଲଭ ତ୍ୟାଗୀଙ୍କୁ ସାକ୍ଷାତ କରିବା କଥା ମୁଲି ନାହାଁନ୍ତି । କେବଳ ହୀନା ନୁହଁନ୍ତି ପ୍ରିୟଙ୍କ ମଧ୍ୟ ତାଙ୍କ ସହିତ ଥିଲେ ଏବଂ ସେ ଲଭଙ୍କୁ ସରପ୍ରାଇଜ ଦେଇଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେମାନେ ଲଭଙ୍କ ଷ୍ଟାଇଲ ଏବଂ ହେୟାରର ମଜାକ ଉଡ଼ାଉଛନ୍ତି ।

ବିଗ ବସ ପରେ ହୀନା ନିଜର ଏକ ମ୍ୟୁଜିକ ଭିଡ଼ିଓ ଭୋସୋଡ଼ି ନେଇ ଆସୁଛନ୍ତି । ଏହା ଆଜି ସଂଧ୍ୟା ୬ଟାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More