ସାମ୍ନାକୁ ଆସିଲା ହୀନା ଖାନଙ୍କ ଜବରଦସ୍ତ ଲୁକ । ପୂର୍ବରୁ କେବେ ମଧ୍ୟ ଦେଖିନଥିବେ ।
ଟିଭି ଅଭିନେତ୍ରୀ ହୀନା କାନ ନିଜ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ହୀନା ତାଙ୍କ ଇଂଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ଯାହାକୁ ଲୋକ ଖୁବ ପସନ୍ଦ କରୁଛନ୍ତି ।
ହୀନା ସୋସିଆଲ ସାଇଟରେ ଖୁବ ଆକ୍ଟିଭ ରୁହନ୍ତି ଏବଂ ନିଜ ଫଟୋ ସେୟାର କରନ୍ତି ।
ସେ ତାଙ୍କ ସର୍ଟ ଫିଲ୍ମ ‘ସ୍ମାର୍ଟ ଫୋନ’ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି ।