Only for Entertainment

ରମଜାନରେ ଫଟୋ ସେୟାର କରି ଟ୍ରୋଲ ହେଲେ ହିନା ଖାନ,ୟୁଜର୍ସଙ୍କୁ ଦେଲେ କଡ଼ା ଜୱାବ ।

bollywood tadka
0 65

ବଲିଉଡ ଅଭିନେତ୍ରୀ ହିନା ଖାନ ନିଜ ବୋଲ୍ଡ ଫଟୋ ପ୍ରାୟ ସମୟରେ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରନ୍ତି । ନିକଟରେ ରମଦାନ ମୌକାରେ ସେ ଏକ ଫଟୋ ସେୟାର କରି ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

 


କିନ୍ତୁ ଏହିଥର ଟ୍ରୋଲ କରିଥିବା ଲୋକଙ୍କୁ ହିନା କଡ଼ା ଜୱାବ ଦେଇଛନ୍ତି । ତେବେ ହିନା ରମଦାନ ଖୁସିରେ ଏହି ଫଟୋ ସେୟାର କରିଥିଲେ । ସମସ୍ତଙ୍କୁ ଶୁଭେତ୍ସା ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More