Only for Entertainment

ଜନ୍ମଦିନରେ ସପ୍ନାଙ୍କ ଗୀତରେ ଡ୍ୟାନ୍ସ କଲେ ହିନା ଖାନ ।

30

ହିନା ଖାନ ୨ ଅକ୍ଟୋବରକୁ ଜନ୍ମଦିନ ପାଳନ କରିଛନ୍ତି । ହିନା ବଏଫ୍ରେଣ୍ଡ ରକି ଏବଂ ଅନ୍ୟ ସଂପର୍କୀୟଙ୍କ ସହିତ ଜନ୍ମଦିନ ପାର୍ଟି ପାଳନ କରିଛନ୍ତି । ସେଠାରେ ବିକାଶ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ । ହିନାଙ୍କ କେକ କଟିଂ ଭିଡ଼ିଓ ଖୁବ ଭାଇରାଲ ହେଉଛି ।

ତାଙ୍କ ଫ୍ୟାନ କ୍ଲବ ଆକାଉଂଟରେ ଭିଡ଼ିଓ ସେୟାର କରାଯାଇଛି । ହିନା ସପ୍ନାଙ୍କ ଗୀତରେ ଡ୍ୟାନ୍ସ ମଧ୍ୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More