Only for Entertainment

ନୋରା ଫତେହିଙ୍କ ଦିଲବର ଗୀତରେ ହିନା ଖାନଙ୍କ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ।

youtube
31

ଜନ ଆବ୍ରାହିମଙ୍କ ଅଭିନୀତ ଫିଲ୍ମ ସତ୍ୟମେବ ଜୟତେରେ ନୋରା ଫତେହିଙ୍କୁ ନେଇ ନିର୍ମାଣ କରାଯାଇଥିବା ଗୀତ ଦିଲବର ଏ ବର୍ଷର ସବୁଠାରୁ ହିଟ ଗୀତ ହୋଇ ସାରିଛି କହିଲେ ବୋଧହୁଏ ଭୁଲ ହେବ ନାହିଁ । ନିକଟରେ ଷ୍ଟାର ପରିବାର ଆୱାର୍ଡ଼ସ ୨୦୧୮ର ରିହର୍ସଲ ସମୟରେ ହିନା ଦିଲବର ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଅଭିନେତ୍ରୀଙ୍କ ଫ୍ୟାନ କ୍ଲବ ଆକାଉଂଟରେ ଏହି ଭିଡ଼ିଓ ସେୟାର କରାଯାଇଛି । ଭିଡ଼ିଓରେ ତାଙ୍କର ଧମାକାଦାର ଡ୍ୟାନ୍ସ ନଜର ଆସିଛି ।

 

 

View this post on Instagram

 

Rehearsal ???????? @realhinakhan ❤ #starparivaaraward2018 #starparivaar2018 #HinaKhan #hinaholics

A post shared by Hina Khan (@_hinakhan__fc) on

ହିନାଙ୍କ ୱାର୍କଫ୍ରଂଟ କଥା ଆଲୋଚନା କରିବା ତ ହିନା କସୌଟି ଜିନ୍ଦେଗୀରେ କମୋଲିକା ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More