Only for Entertainment

ବିଗବସ ଘରେ ପ୍ରବେଶ କରିବେ ପୂର୍ବ ପ୍ରତିଯୋଗୀ ହିନା ଖାନ ।

aajtak
29

ନିକଟରେ ଖ୍ରୀଷ୍ଟମାସ ଉପଲକ୍ଷେ ହିନା ଖାନ ବିଗ ବସ ଘରେ ପ୍ରବେଶ କରିବେ । ସେଠାରେ ସେ ସମସ୍ତଙ୍କୁ ଶୁଭେତ୍ସା ଜଣାଇବା ସହିତ କେତେକ ଦଣ୍ଡ ମଧ୍ୟ ଦେବେ । ଦୀପକଙ୍କୁ ସ୍ୱିମିଙ୍ଗ ପୁଲକୁ ଯାଇ ଗୀତ ଗାଇବାକୁ କହିବେ ଏବଂ ସବୁଠାରୁ ଖାସ କଥା ହେଉଛିଯେ ଦୀପକଙ୍ଗୁ ଅଧା ଦାଢୀ କାଟି ଦେବାକୁ କହିବେ ।

 

View this post on Instagram

 

❤️

A post shared by Hina Khan (@realhinakhan) on

ତେବେ ଏହି ସେଭିଂ କରିବେ ସୁରଭୀ । ଏହାପରେ କରଣବୀରଙ୍କୁ ଲମ୍ବା ଚୁଟି କାଟିବା ପାଇଁ ମଧ୍ୟ କହିବେ । ଏହା ସହିତ ଚୁଟିକୁ କର୍ଲ କରିବା ପାଇଁ ମଧ୍ୟ । ତେବେ କରଣଙ୍କ ଚୁଟିକୁ ଦୀପିକା କର୍ଲ କରୁଥିବାର ନଜର ଆସିବେ ।ତେବେ ଏହି ଏପିସୋଡ ଖୁବ ମଜାଦାର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More