Only for Entertainment

ମାଳଦୀବରେ ପରିବାର ସହିତ ଛୁଟି ବିତାଉଛନ୍ତି ହୀନା । ଦିନେ ବିଗବସ ପାଇଁ ବିବାଦରେ ଥିଲେ ।

bollywood tadka
30

ଟିଭି ଅଭିନେତ୍ରୀ ହୀନା ଖାନ ଏବେ ପରିବାର ସହିତ ଛୁଟି ବିତାଉଛନ୍ତି । ନିକଟରେ ହୀନା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ପରିବାର ସହିତ ଛୁଟି ବିତାଉଥିବାର ଦେଖିବାକୁ ମିଳିଛି ।

କିଛି ଫଟୋରେ ହୀନା ଏବଂ ତାଙ୍କ ଭାଇଙ୍କର ଜବରଦସ୍ତ ବଣ୍ଡିଂ ନଜର ଆସିଛି ।

ହୀନାଙ୍କୁ ଫଟୋରେ ନୋ ମେକଅପ ଲୁକରେ ଦେଖିବାକୁ ମିଳିଛି ।

ୱର୍କଫ୍ରଂଟ କଥା କହିବ ଯଦି ହୀନା ଏବେ କସୌଟି ଜିନ୍ଦେଗୀରେ ନେଗେଟିଭ ରୋଲରେ ନଜର ଆସୁଛନ୍ତି ।

ଏହା ବ୍ୟତୀତ ଖୁବଶୀଘ୍ର ସେ ତାଙ୍କ ଫିଲ୍ମ ପ୍ରୋଜେକ୍ଟକୁ ପୂରା କରିବା ପାଇଁ ଧାରାବାହିକରୁ କିଛି ଦିନ ଛୁଟି ନେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More