Only for Entertainment

ଟ୍ରେଣ୍ଡ ହେଉଛି ହିନାଙ୍କ ପ୍ରଥମ ଭିଡ଼ିଓ ସଙ୍ଗ,ବାଦ ପଡ଼ିଲେନି ସ୍ୱାମୀ ଓମ ।

aajtak
0 98

ହିନା ଖାନଙ୍କ ପ୍ରଥମ ମ୍ୟୁଜିକ ଭିଡ଼ିଓରିଲିଜ ହୋଇ ସାରିଛି । ୧୭ ଜୁଲାଇ ସଂଧ୍ୟା ୬ଟାରେ ରିଲିଜ ହୋଇଛି । ଏବେ ଏହି ଭିଡ଼ିଓ ୟୁଟ୍ୟୁବରେ ଧୁମ ମଚାଉଛି । ଏପର୍ଯ୍ୟନ୍ତ ଗୀତକୁ ୪,୬୧୨,୯୩୫ ଭ୍ୟୁଜ ମିଳିସାରିଛି ।

ଗୀତରେ ହିନା ଖାନଙ୍କ ସାନଦାର ଡ୍ୟାନ୍ସ ମୁଭ୍ସ ନଜର ଆସିଛି । ଗୀତର ସବୁଠାରୁ ଖାସ କଥା ହେଉଛିଯେ ବିଗବସର ସବୁଠାରୁ ବିବାଦୀୟ ପ୍ରତିଯୋଗୀ ସ୍ୱାମୀ ଓମ ବିଷୟରେ କୁହାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More