Only for Entertainment

ମାର୍ବଲ ସିରିଜରୁ ଏବେ ରିଟାୟର ନେବାକୁ ଚାହାନ୍ତି ନାହିଁ ହଲିଉଡ ଅଭିନେତା ସାମୁଏଲ !

42

ମାର୍ବଲ ସିରିଜର ଆସିବାକୁ ଥିବା ଚତୁର୍ଥ ଫିଲ୍ମରେ ସାମୁଏଲ ଏଲ ଜ୍ୟାକସନ, ସ୍ପୋର୍ଟିଂ ନିକ ଫ୍ୟୁରିଙ୍କ ଲୁକରେ ନଜର ଆସିବେ । ଅନୁଭବୀ ଅଭିନେତା ଜ୍ୟାକସନଙ୍କ କହିବା ମୁତାବକ ତାଙ୍କର ମାର୍ବଲ ସିରିଜରୁ ହଟିବା ପାଇଁ କୌଣସି ଇରାଦା ନାହିଁ ଏବଂ ସେ୧୦ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଦେଶକ ଭୂମିକା ତୁଲାଇବେ ।

୭୦ବର୍ଷୀୟ ଜ୍ୟାକସନ କହିଛନ୍ତି ଯେ ୮୦ବର୍ଷ ହେଉ ପଛେ ଫିଲ୍ମ କରିବା ପାଇଁ ସେ ସବୁବେଳେ ପ୍ରସ୍ତୁତ । ଆଗକୁ ସେ ଏହା କହିଛନ୍ତି ଯେ ମାର୍ବଲ ମୁଭି ପାଇଁ ସେ ଗିନିଜ ବୁକରେ ରେକର୍ଡ ବନାଇବେ ।

ଜ୍ୟାକସନ ୧୯୯୫ରେ ନୂଆ ଚେହେରା ରୂପରେ ଆସିଥିଲା । ନେଗୋଶିଏଟର ଫିଲ୍ମ ପରେ ହିଁ ପୂରୁଣା ଚେହେରାକୁ ନୂଆ ଲୁକ ଦେବା ପ୍ରଚଳନ ହୋଇଯାଇଥିଲା ।

ଜ୍ୟାକସନ ସ୍ପାଇଡର ମ୍ୟାନ ସୁଟିଂ ପୂରା କରି ସାରିଲେଣି ଏବଂ ୫ଜୁଲାଇରେ ରିଲିଜ ହେବ । ଏବେ ଦେଖିବାକୁ ବାକି ରହିଲା ଯେ ଏହା ସିନେମା ଘରେ କେତେ ମାତ୍ରାରେ ଧମାଲ ମଚାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More