Only for Entertainment

ଲେଡି ରୋବୋର୍ଟ ସୋଫିଆଙ୍କ ସହ ଡେଟରେ ୱିଲ ସ୍ମିଥ, ଜାଣନ୍ତୁ କାହିଁକି ହେଲେ ରିଜେକ୍ଟ

Earth Chronicles
0 59

ହଲିଉଡ ଅଭିନେତା ୱିଲ ସ୍ମିଥ ଦୁନିଆର ପ୍ରଥମ ମିହିଳା ରୋବୋର୍ଟଙ୍କ ସହିତ ଡେଟରେ ଯାଇଥିଲେ । ଏହି ଡେଟର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ୱିଲ ସୋଫିଆଙ୍କୁ କିସ କରିବା ପାଇଁ ଚେଷ୍ଟା କରୁଥିବାର ଦେଖିବାରୁ ମିଳିଛି । ତେବେ ୱିଲଙ୍କ ଏହି ଚେଷ୍ଟା ସଫଳ ହୋଇପାରିନାହିଁ । କାରଣ ସୋଫିଆ ତାଙ୍କୁ ରିଜେକ୍ଟ କରିଦେଇଛନ୍ତି ।

ୱିଲ କିସ କରିବା ପାଇଁ ଚେଷ୍ଟା କରୁଥିବାର ଦେଖି ସେଫିଆ କହିଥିଲେ ‘ଆମେ କେବଳ ବନ୍ଧୁ । ଆମକୁ ଆଉ କିଛି ସମୟ ସାଥିରେ ବିତାଇବା ଦରକାର ।’ କେବଳ ଏତିକି ନୁହେଁ ଏହା କହି ସେ ଆଖି ମଧ୍ୟ ମାରିଥିଲେ ।


ଗୁରୁବାରକୁ ଏହି ଭିଡିଓ ୟୁ-ଟ୍ୟୁବରେ ଅପଲୋଡ କରାଯାଇଥିଲା । ଏଥିରେ ସ୍ମିଥ ସେଫିଆଙ୍କୁ ଇମ୍ପ୍ରେସ କରିବା ପାଇଁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ସେ ସଫଳ ହୋଇପାରିନାହାନ୍ତି । ସୂଚନା ଅନୁସାରେ ଏହି ରୋବୋର୍ଟ ୬୦ ପ୍ରକାରର ଭିନ୍ନ ଭିନ୍ନ ଫେସିଆଲ ଏକ୍ସପ୍ରେସନ ଦେଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More