Only for Entertainment

ଜାଣନ୍ତୁ ଷ୍ଟାର୍ର୍ସ ମାନଙ୍କର ଖରାପ ଅଭ୍ୟାସ !ଏହି ଅଭିନେତ୍ରୀଙ୍କୁ ଖୋଲାରେ ସ୍ନାନ କରିବାକୁ ପସନ୍ଦ ତ ପ୍ରତି ୧୫ମିନିଟରେ ସନ୍ନି କରନ୍ତି ଏହି କାମ !

bollywood hungama
0 93

ବଲିଉଡ ଏବଂ ହଲିଉଡ ସେଲିବ୍ରିଟଙ୍କ ଜୀବନଶୈଳୀ ଜାଣିବା ପାଇଁ କାହାର ବା ଇଚ୍ଛା ନଥାଏ । କ’ଣ ପିନ୍ଧନ୍ତି କ’ଣ ଖାଆନ୍ତି ଏବଂ କ’ଣ କରନ୍ତି ଏସମସ୍ତ ବିଷୟରେ ସାଧାରଣ ଲୋକ ଏବଂ ପ୍ରଶଂସକ ମାନେ ଜାଣିବାକୁ ଚାହାନ୍ତି । ଏହାଛଡା ସେମାନଙ୍କ ଅଭ୍ୟାସ ବିଷୟରେ ଜାଣିବା ପାଇଁ ଲୋକମାନେ ଉତ୍ସୁକ ଥାଆନ୍ତି । ଆସନ୍ତୁ ଜାଣିବା କିଛି ଷ୍ଟାର୍ଙ୍କ ସମ୍ପର୍କରେ ..

Ameesha-Patel-Pink-Dress-HD-Wallpaper

ଫିଲ୍ମ ଗଦରରେ ଯାଦୁ ବିଛାଇଥିବା ଏହି ଅଭିନେତ୍ରୀ ଅମିଷା ପଟେଲଙ୍କୁ ଗୋଲାପୀ ରଂଗ ଖୁବ ପସନ୍ଦ ଅଟେ । ସେ ଅନେକ ସମୟରେ ଗୋଲାପୀ ରଂଗ ପୋଷାକରେ ନଜର ଆସିଥାଆନ୍ତି । ତାଙ୍କ ଘରେ ରଂଗ ମଧ୍ୟ ପ୍ରାୟତଃ ସ୍ଥାନ ମଧ୍ୟ ଗୋଲାପୀ ନଜର ଆସିଥାଏ । ଏହି ଫଟୋରେ ମଧ୍ୟ ଦେଖନ୍ତୁ ସେ ଗୋଲାପୀ ରଂଗର ଏକ ସୁଟ ପିନ୍ଧିଛନ୍ତି ।

ayushman-khurana

ଫିଲ୍ମ ବିକି ଡୋନରରୁ ପପୁଲାର ହୋଇଥିବା ଅଭିନେତା ଆୟୂଷ୍ମାନ ଖୁରାନାଙ୍କ ଅଭ୍ୟାସ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ସେ ଗୋଟେ ଦିନରେ ଅନେକ ଥର ଟୁଥ ବ୍ରଶ କରିଥାଆନ୍ତି ।

Brad-Pitt-netflix-t

ହଲିଉଡ ସୁପରଷ୍ଟାର ବ୍ରାଡ ପିଟ ଗାଧୋଇବା ସମୟରେ ସାବୁନ ବ୍ୟବହାର କରନ୍ତି ନାହିଁ ।

jeetendra-070414

ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ରଙ୍କ ଖରାପ ଅଭ୍ୟାସ ସମ୍ପର୍କରେ ଆପଣ ନଜାଣିବା ହିଁ ଭଲ । କାରଣ ତାଙ୍କୁ ଶୌଚ ସମୟରେ ପପିତା ଖାଇବାକୁ ଭଲ ଲାଗେ ।

1513182265-John_500

ବଲିଉଡରେ ଜବରଦସ୍ତ ମାଂସପେଶୀ ଦ୍ୱାରା ପରିଚିତ ଜନ୍ ବସିବା ସମୟରେ ଗୋଡ ହଲାନ୍ତି ।

karina nail biter

କରିନା କାପୁରଙ୍କ ଖରାପ ଅଭ୍ୟାସ ହେଉଛି ସେ ସର୍ବଦା ନଖ କାମୁଡନ୍ତି ।

kesha-lover-new-song

ଆମେରିକାନ ସିଙ୍ଗର, ଗୀତକାର ଏବଂ ଅଭିନେତ୍ରୀ କେଶା ରୋଜଙ୍କ ଅଭ୍ୟାସ ଶୁଣିଲେ ଆପଣଙ୍କୁ ଘୃଣା ଲାଗିବ । ସେ ତାଙ୍କ ପରିସ୍ରା ପିଅନ୍ତି ।

rani-mukerjee-smoking_vp

ରାନୀ ମୁଖାର୍ଜୀଙ୍କର ଅନେକ ପ୍ରଶଂସକ ଅଛନ୍ତି । ରାନୀଙ୍କ ବିଷୟରେ ହୁଏତ ଆପଣ ଜାଣି ନଥିବେ । ସେ ଲଗାତାର ବହୁତ ସିମାରେଟ ପିଅନ୍ତି ।

Sushmita-Sen

ଶୁଶ୍ମିତା ସେନଙ୍କ ଅଭ୍ୟାସ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ଯେ ତାଙ୍କୁ ଖୋଲା ଗାଧୋଇବା ପସନ୍ଦ ।

Common-For-Me--Sunny-Leone-

ବଲିଉଡର ସେକ୍ସି ହଟ ବେବିଡଲଙ୍କର ପ୍ରତି ୧୫ମିନିଟରେ ଗୋଡ ଧୋଇଲା ଭଳି ଖରାପ ଅଭ୍ୟାସ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More