Only for Entertainment

ଆତ୍ମହତ୍ୟା କଲେ ହଲିଉଡର ଏହି ପ୍ରସିଦ୍ଧ କଳାକାର ।

bollywood tadka
39

ହଲିଉଡ ଅଭିନେତା ଇସାକ କେପିନେ ଆତ୍ମହତ୍ୟା କରି ଜୀବନଲୀଳାକୁ ଶେଷ କରି ଦେଇଛନ୍ତି । ରିପୋର୍ଟ ଅନୁସାରେ ଅଭିନେତା ଏରିଜିନାର ଫ୍ଲାଗଷ୍ଟାଫ ନିକଟରେ ଏକ ପୁଲରୁ ରାଜରାସ୍ତାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏରିଜିନାର ସାର୍ବଜନୀନ ସୁରକ୍ଷା ଏହି ଦୁଃଖଦ ଘଟଣାର ଖବର ଦେଇଛନ୍ତି । ଇସାକ ୪୨ ବର୍ଷର ଥିଲେ ଏବଂ ତାଙ୍କୁ ହଲିଉଡର ସୁପରହିଟ ଫିଲ୍ମ ଥୋରରେ ନଜର ଆସିଥିଲେ । ତାଙ୍କୁ ଦୁଇଜଣ ଝିଅ ଅଟକାଇବାକୁ ଚେଷ୍ଟା କରି ଅସଫଳ ରହିଥିଲେ । କାରଣ ସେହି ରାସ୍ତାରେ ଯାଉଥିବା ଏକ ଗାଡ଼ି ସହିତ ସେ ପିଟି ହୋଇ ଯାଇଥିଲେ ।

ମୃତ୍ୟୁ ପୂର୍ବରୁ ଇସାକ ଏକ ପୋଷ୍ଟ ଇଂଷ୍ଟାଗ୍ରାମରେ ଶେୟାର କରିଥିଲେ । ଯେଉଁଥିରେ ଲେଖାଥିଲାଯେ ଯେଉଁ ବ୍ୟକ୍ତି ନିକଟରେ ହଜାଇବାକୁ ପାଇଁ ଏବଂ ପାଇବା ପାଇଁ କିଛି ନଥାଏ ସେହି ବ୍ୟକ୍ତି ଠାରୁ ସାବଧାନ ରୁହନ୍ତୁ ।

ଅଭିନେତା ଥୋର, ଟର୍ମିନେସନ ସାଲଭେସନ ଏବଂ ବ୍ରେକିଂ ବ୍ୟାଣ୍ଡ ଭଳି ଫିଲ୍ମରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More