Only for Entertainment

ଅହମଦାବାଦର ଟ୍ରାଫିକ ଛୁଟାଇଲା ହଲିଉଡ଼ ସୁପରହିରୋ ଥରଙ୍କ ଝାଳ, ଭାରତ ପରିସ୍ଥିତି ଦେଖି କହିଲେ ଏଭଳି …

39

ହଲିଉଡ ଷ୍ଟାର ଏବଂ ସୁପରହିରୋ ଥର(Thor)ଙ୍କ ଭୂମିକା ତୁଲାଉଥିବା ହଲିଉଡ ଅଭିନେତା କ୍ରିସ ହେମ୍ସବର୍ଥ ନିକଟରେ ଅହମଦାବାଦରେ ସୁଟିଂ କରୁଛନ୍ତି । ଥାନୋସ ଭଳି ଭିଲେନର ମାତ ଦେଉଥିବା ସୁପରହିରୋ ଭାରତ ର ଟ୍ରାଫିକ ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

View this post on Instagram

 

#thor #avengers hero #chrishemsworth enjoying his time in India. He is currently in #ahmedabad for #dhaka shoot

A post shared by Viral Bhayani (@viralbhayani) on

ଏଭଳି ଭିଡକୁ ଦେଖି ସେ ‘ଖୁବସୁରତ ଅବ୍ୟବସ୍ଥା’ବୋଲି ନାଁ ଦେଇଛନ୍ତି । ଫିଲ୍ମ ‘ଥର’ରେ ଥର ଭୂମିକା ତୁଲାଉଥିବା କ୍ରିସ ହେମ୍ସବର୍ଥ ନେଟଫ୍ଲିକ୍ସ ର ଫିଲ୍ମ ‘ଢାକା’ର ସୁଟିଂ ପାଇଁ ଆସିଥିଲେ । ସେ ରବିବାର ରାତିରେ ନୂଆ ଇଂଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More