Only for Entertainment

ଭାତୁଡି ସମସ୍ୟାରୁ ମୁକ୍ତ ଚାହୁଁଛନ୍ତି କି ତେବେ ଆପଣାନ୍ତୁ ଏହି ସବୁ ଉପାୟ , ଭାତୁଡିରୁ ପାଇବେ ମୁକ୍ତି ।

youtube
0 154

ଭାତୁଡି ସମସ୍ୟାରୁ ମୁକ୍ତ ଚାହୁଁଛନ୍ତି କି ତେବେ ଆପଣାନ୍ତୁ ଏହି ସବୁ ଉପାୟ , ଭାତୁଡିରୁ ପାଇବେ ମୁକ୍ତି ।
ତ୍ୱଚାରେ କଳା କିମ୍ବା ଧୂଷର ରଂଗର ଭାତୁଡି ଆପେ ଆପେ ଆସିଥାଏ । ଯଦି ଏହା ଖାସ କରି ଚେହେରାରେ ହୋଇଥାଏ ତେବେ ଏହା ଚେହେରାକୁ ଅସୁନ୍ଦର କରି ପକାଇଥାଏ । ଏହାର ଆକାର ଛୋଟ ବିନ୍ଦୁ ଠାରୁ ନେଇ ମକା ଦାନାର ଆକାର ସଦୃଶ ହୋଇଥାଏ । କିଛି ଲୋକ ଏହାକୁ ହଟାଇବା ପାଇଁ ଲେଜର କିମତବା ସର୍ଜରୀ କରାଇଥା’ନ୍ତି । ଯଦି ଆପଣ ଏଥିରୁ ମୁକ୍ତି ଚାହାନ୍ତି ତେବେ ଆପଣଙ୍କୁ ଆମେ କିଛି ଘରୋଇ ଉପଚାର ବତାଇବୁ ଯାହାଦ୍ୱାରା ଆପଣ ଏପରି ଭାତୁଡିରୁ ସହଜରେ ମୁକ୍ତି ପାଇ ପାରିବେ ।

30

୧.କଦଳୀ ଚୋପା
ଭାତୁଡି ହଟାଇବା ଲାଗି କଦଳୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିରେ ଅକ୍ସିକରଣ ଭଳି ତତ୍ତ୍ୱ ରହିଛି ଯାହାକି ଭାତୁଡି ପାଇଁ ସାହାଯ୍ୟ କରିଥାଏ । ଏହାକୁ ବ୍ୟବହାର କରିବା ପାଇଁ ହେଲେ କଦଳୀ ଚୋପାକୁ ଭାତୁଡି ଉପରେ ଘଂଟା ବାନ୍ଧି ରଖନ୍ତୁ । ଏପରି ଉପ।।ୟ କିଛି ଦିନ କରିବା ଦ୍ୱାରା ଭାତୁଡିରୁ ମୁକ୍ତି ପାଇ ପାରିବେ ।

୨.ମହୁ
ଭାତୁଡି ହଟାଇବା ଲାଗି ମହୁ ମଧ୍ୟ ଖୁବ ଉପକାରୀ ଅଟେ । ଏହାକୁ ଆପଣ ଭାତୁଡି ଉପରେ ଲଗାଇ ୧୦-୧୨ଘଂଟା ଡକ୍ଟର ଟେପରେ ଢାଙ୍କି ରଖନ୍ତୁ ଏବଂ ପରେ ଏହାକୁ କାଢି ନିଅନ୍ତୁ । ଏହି ଉପାୟ ୧୫ଦିନ କରିବା ଦ୍ୱାରା ଫରକ ଆପଣ ଖୁବ ଶୀଘ୍ର ଦେଖି ପାରିବେ ।

୩.ପିଆଜ ରସ
ପିଆଜ ରସ ଭାତୁଡି ପାଇଁ ରାମ ବାଣ ଅଟେ । ଏହାକୁ ୨୦ରୁ ୩ ଦିନ ଲଗାନ୍ତୁ ଏବଂ ଯେତେବେଳେ ସମୟ ମିଳୁଛି ପିଆଜକୁ କାଟି ଭାତୁଡି ଉପରେ ରଗଡନ୍ତୁ । ଏହି ପ୍ରକ୍ରିୟାକୁ ଦିନକୁ ତିନି ଥର କରନ୍ତୁ । ଏହା କରିବା ଦ୍ୱାରା ଭାତୁଡି ଖୁବ ଶୀଘ୍ର ଚାଲିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More