Only for Entertainment

ହୋମମେଡ଼ ପେଡିକ୍ୟୋରର ପ୍ରସ୍ତୁତି ପ୍ରଣାଳୀ ।

dailyhunt
0 55

କେତେକ ଝିଅ ତାଙ୍କ ପାଦର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପାର୍ଲର ଯାଆନ୍ତି । ଯାହା ଦ୍ୱାରା ପାଦ ସୁନ୍ଦର ଦେଖାଯାଏ । କିନ୍ତୁ ସେଥିରେ ପ୍ରଚୁର ଟଙ୍କା ଖର୍ଚ୍ଚର୍ ହୋଇଥାଏ ଏବଂ ବହୁ ସମୟ ମଧ୍ୟ ଦେବାକୁ ପଡ଼ିଥାଏ । ତେବେ ଘରେ ବସି ମଧ୍ୟ ଏହା କରାଯାଇପାରିବ ।

ଆବଶ୍ୟକ ସାମଗ୍ରୀ- ଚିନି,ମହୁ,ବେକିଂ ସୋଡ଼ା ଏବଂ ଅଲିଭ ଅଏଲ ।

ପ୍ରଣାଳୀ- ପେଡ଼ିକ୍ୟୋର କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଚିନି,ମହୁ,ବେକିଂ ସୋଡ଼ା ଏବଂ ଅଲିଭ ତେଲ ପକାଇ ମିଶାନ୍ତୁ । ଏହାକୁ ଏକ କଂଟେନରରେ ରଖନ୍ତୁ । ପ୍ରତିଦିନ ଗାଧୋଇବା ପୂର୍ବରୁ ଏହାକୁ ସର୍କୁଲାର ମୋସନରେ ପାଦରେ ଲଗାନ୍ତୁ । ତେବେ ଏହି ମିଶ୍ରଣକୁ ୧୫ ଦିନ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ । ଏହାପରେ ନୂଆ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More